ଯୁକ୍ତ ୨ ନାମ ଲେଖା ଲାଗି ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର: ଯୁକ୍ତ ୨ ନାମ ଲେଖା ଲାଗି ଆରମ୍ଭ ହେଲାଣି ପ୍ରସ୍ତୂତି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ ନାମଲେଖା ପ୍ରକ୍ରିୟା ପାଇଁ ଷ୍ଟିୟରିଂ କମିଟି ଗଠନ କରାଯିବ। ମୁଖ୍ୟତଃ ଏହି କିମିଟି ଗତବର୍ଷ ନାମଲେଖା!-->…
