Odia News Portal

ରାଜଧାନୀରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍ ଖୋଲାଯାଇଥିବା ବେଳେ ଶହେ ପ୍ରତିଶତ ସିଟିଂରେ ଚାଲିଲା ମେଟ୍ରୋ ଓ ବସ୍ । ମାତ୍ର ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ଦିଲ୍ଲୀ ସରକାର ଗାଇଡଲାଇନ ଜାରି କରିଛନ୍ତି । ଡିଡିଏମଏ

ଟୋକିଓ ଅଲିମ୍ପିକ୍ସ, ଜାଣନ୍ତୁ କେଉଁ ଦେଶ କୋତୋଟି ପଦକ ଜିତିଛନ୍ତି

ଟୋକିଓ: ସବୁଠି ଚାଲିଛି ଟୋକିଓ ଅଲିମ୍ପିକ୍ସ ଚର୍ଚ୍ଚା । ଖେଳାଳୀମାନେ ପଦକ ଜିତବା ଲାଗି ଲଗାଇ ଦେଇଛନ୍ତି ଚାରଚାନ୍ଦ । ତେବେ ଏଯାବତ ପଦକ ହାସଲ କରିବାରେ ଶୀର୍ଷରେ ରହିଛି ୟୁଏସଏ ବା ଆମେରିକା । ଆମେରିକା ୧୪ଟି ପଦକ ଜିତିଥିବା ବେଳେ ଚିନ୍ ଜିତିଛି ୧୫ଟି ପଦକ । ତେବେ ଆମେରିକା ୭ଟି ସ୍ୱର୍ଣ୍ଣ

ଗ୍ୟାଙ୍ଗଷ୍ଟାର ହାଇଦର ଏନକାଉଣ୍ଟର ମାମଲାରେ ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଏନକାଉଣ୍ଟର ମାମଲାରେ ନିଜ ଆଡ଼ୁ ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ କବର ପ୍ରସାରଣ ହୋଇଥିଲା । ଯାହାକୁ ଭିତ୍ତିକରି ମାମଲା ରୁଜୁ କରାଯାଇଛି । ଟୁଇନସିଟି ପୋଲିସ କମିଶନର, ଗୃହ ବିଭାଗ ଏସିଏସ୍‌, ପୋଲିସ

ନଦୀରେ ବୁଡ଼ି ନାବାଳକ ନିଖୋଜ

ବାଲେଶ୍ୱର: ନଦୀରେ ବୁଡି ନାବାଳକ ନିଖୋଜ । ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ । କରୋନା କଟକଣା ସତ୍ତ୍ୱେ ନାବାଳକ ଜଣକ ପାଣି ଭାର ନେଇ ନଦୀରେ ବୁଡ ପକାଇବାକୁ ଯାଇଥିଲେ । ଅଗ୍ନିଶମବାହିନୀ ପହଂଚି ଖୋଜାଖୋଜି କରୁଛନ୍ତି । ସୂଚନାମୁତାବକ, ଆଜି ଶ୍ରାବଣ

ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

ବାଙ୍ଗାଲୋର: ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି । ତେବେ ଏହି ଇସ୍ତଫା ପରେ ଏବେ କର୍ଣ୍ଣାଟକ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କିଛିଦିନ ହେବ ସେ ଇସ୍ତଫା ଦେଇ ମଧ୍ୟ ଖବର ପ୍ରସାରଣ କରାଯାଉଥିଲା ।

ଟ୍ରାକ୍ଟର ଚଲାଇ ସଂସଦକୁ ଆସିଲେ ରାହୁଲ ଗାନ୍ଧୀ

ସୋମବାର ଦିନ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୋମବାର ସକାଳେ ସେ ଯେତେବେଳେ ଦିଲ୍ଲୀ ସଡକରେ ଟ୍ରାକ୍ଟର ଚଳାଇ ସଂସଦ ଭବନରେ ପହଂଚିଥିଲେ, ଏହାକୁ ଦେଖି ସାଧାରଣ ଲୋକଙ୍କ ଠାରୁ ସାଂସଦ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୁଖ୍ୟତ

କରୋନା କଟକଣା ଭିତରେ ଖୋଲିଲା ସ୍କୁଲ

କରୋନା କଟକଣା ଭିତରେ ଆଜିଠାରୁ ଖୋଲିଲା ସ୍କୁଲ, ଆସିଲେ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ସିଧାସଳଖ ପାଠପଢା ଆରମ୍ଭ ହୋଇଛି । ସରକାର ଜାରି କରିଥିବା ମାର୍ଗଦର୍ଶିକା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ

ଅଲିମ୍ପିକ୍ସରେ ଚମକିଲେ ଭବାନୀ ଦେବୀ

ଅଲିମ୍ପିକ୍ସର ଚତୁର୍ଥ ଦିନରେ ଚମକିଛନ୍ତି ଭାରତର ପ୍ରଥମ ଫେନସର ଭବାନୀ ଦେବୀ । ବିଜୟ ସହ ଟେବୁଲ ଅଫ୍ ୩୨ରେ ପହଞ୍ଚିଛନ୍ତି ଭବାନୀ । ଟେବୁଲ ଟେନିସ ତୃତୀୟ ରାଉଣ୍ଡରେ ବିଜୟୀ ହୋଇଛନ୍ତି ଶରତ କମଲ । ସେହିପରି ଅତନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟଙ୍କୁ ନେଇ ଭାରତୀୟ ପୁରୁଷ ତୀରନ୍ଦାଜ ଦଳ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁଜଳ ଯୋଜନା ମାଧ୍ୟମରେ ପୁରୀ ବାସୀଙ୍କୁ ଜଳ ଯୋଗାଇବାକୁ ଯୋଜନା କରିଛନ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ପୁରୀରେ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିସନର ଶୁଭାରମ୍ଭ କରିଛନ୍ତି । ଏହା ସହିତ, ପୁରୀ ଆଇଏସ ୧୦୫୦୦ ଭାରତୀୟ ମାନକ ଅନୁସାରେ ସପ୍ତାହର ସମସ୍ତ ଦିନ ଚବିଶ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ମାନର ପାନୀୟ ଜଳ ପାଇବାରେ

୨୮ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହୋଇପାରେ । ୨୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ୨୭ରୁ ୨୯ ତାରିଖ ମଧ୍ୟରେ ରାଜ୍ୟରେ ଭଲ ବର୍ଷା ହେବ । ଲଘୁଚାପ ପ୍ରଭାବରେ ୨୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ