ବାୟା କଲା ଶାଳୀ ପ୍ରେମ, ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ
ୟୁପି: ପ୍ରେମ ମଣିଷକୁ ଅନ୍ଧ କରିଦିଏ । ପ୍ରେମରେ ପଡ଼ିଥିବା ଲୋକକୁ କିଛି ଦେଖାଯାଏ ନାହିଁ । ପ୍ରେମରେ ପଡ଼ିବା ପରେ କିଛି ପ୍ରେମିକ ପାଗଳାମି କରୁଥିବାର ନଜିର ମଧ୍ୟ ରହିଛି । ତେବେ ଜଣେ ବିବାହିତ ପୁରୁଷ ନିଜ ଶାଳୀ ପ୍ରେମରେ ଉବୁଟୁବୁ ହେଉଥିଲେ । ଏମିତିକି ଶାଳୀକୁ ପାଇବା ଲାଗି ରାସ୍ତାରୁ!-->…
