ରାଜ କୁନ୍ଦ୍ରା ଓ ଶିଳ୍ପାଙ୍କୁ ୩ ଲକ୍ଷ ଟଙ୍କାର ଜରିମାନା
ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାର ଅଭିଯୁକ୍ତ ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏବେ ଭାରତର ପ୍ରତିଭୁତି ବିନିମୟ ବୋର୍ଡ଼(SEBI) କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। SEBI ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଉପରେ ଜରିମାନା ଲଗାଇଛି।!-->…
