Odia News Portal

ପୋଲାଭାରମ ବିବାଦ : ୨୮ରେ ପ୍ରଧାନମନ୍ତ୍ରୀ ଡାକିଲେ ବୈଠକ

ପୋଲାଭରମ ବିବାଦ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସାମିଲ । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପୋଲାଭାରମ ବିବାଦ ନେଇ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା । 

ଆନ୍ଧ୍ରପ୍ରଦେଶ ବିଜିୟାନଗରମ୍‌ରେ ଅଘଟଣ,  କାର୍‌ ଭିତରେ ଶ୍ବାସରୁଦ୍ଧ ହୋଇ ୪ ଶିଶୁ ମୃତ

ଆନ୍ଧ୍ରପ୍ରଦେଶ ବିଜିୟାନଗରମ୍‌ରେ ଅଘଟଣ । ବିଜିୟାନଗରମ୍‌ ଜିଲ୍ଲା ଦ୍ୱାରପୁଡି ଗାଁ ପାର୍କିଂ ହୋଇଥିବା ଏକ କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ୪ ପିଲାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୁଅ ଓ ୩ ଝିଅ ଥିବା ଜଣା ପଡିଛି । ମୃତକ ପିଲା ହେଲେ ଆଠ ବର୍ଷର ବି.ଉଦୟ, ଆଠ ବର୍ଷର ଚାରୁମତି, ଛ

ଗୁଜରାଟରେ ଫାଲକନର ଦେଶର ସର୍ବବୃହତ୍ ଫ୍ରେଞ୍ଚ ଫ୍ରାଇଜ କାରଖାନା

ଓଡ଼ିଶାର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ ଗ୍ରୁପ ପକ୍ଷରୁ ଫାଲକନ ଏଗ୍ରିଫ୍ରିଜ ଫୁଡ୍ସ ପ୍ରାଇଭେଟ୍  ଲିମିଟେଡ ଜରିଆରେ ଗୁଜରାଟର ମେହସାନାରେ ନୂଆ ଫ୍ରୋଜେନ ପଟାଟୋ କାରଖାନା ସ୍ଥାପନ କରାଯାଇଛି। ତାହା ହେଉଛି ଦେଶର ସର୍ବବୃହତ ଫ୍ରେଞ୍ଚ ଫ୍ରାଇଜ କାରଖାନା, ଯେଉଁଥିରେ ୩୫୦ ମିଟରର ବୃହତ୍

ଜମ୍ମୁ-କାଶ୍ମୀରରେ ସେନାକୁ ଆଉ ଏକ ସଫଳତା,  ସୋପିଆନ୍‌ରୁ ଆତଙ୍କବାଦୀଙ୍କ ୨ ସହଯୋଗୀ ଗିରଫ

ଜମ୍ମୁକାଶ୍ମୀରରେ ୨ ଆତଙ୍କୀ ସହଯୋଗୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । ସୋପିଆନ ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଦୁଇଟି ପିସ୍ତଲ, ୪ଟି ଗ୍ରେନେଡ୍, ୪୩ଟି ଜୀବନ୍ତ ଗୁଳି ସହ ଅନ୍ୟ କିଛି ଜିନିଷ ଜବତ ହୋଇଛି । ଏନେଇ ମାମଲା ରୁଜୁ

ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି ୬ ମନ୍ତ୍ରୀ

ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୟୁନିଟ୍‌-୨ରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଜିକରଣ କରିଛନ୍ତି ହଜାରରୁ ଅଧିକ ଲୋକ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି ୬ ମନ୍ତ୍ରୀ । ୟୁନିଟ-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ

ଜ୍ୟୋତିଙ୍କ ସିକ୍ରେଟ ନମ୍ବରର ଖୁଲାସା

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କାମ କରୁଥିବା ଭାରତୀୟ ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରାଙ୍କ କଲ୍ ଡିଟେଲ୍ସରେ ସବୁଠାରୁ ଅଧିକ ଇନକମିଙ୍ଗ୍ ଏବଂ ଆଉଟଗୋଇଙ୍ଗ୍ ଜଟ୍ ରନ୍ଧାୱା ନାମକ ଜଣେ ୟୁଜରଙ୍କର ରହିଛି । ଟେଲିଗ୍ରାମ୍ ଏବଂ ସ୍ନାପ୍ ଚାଟରେ ମଧ୍ୟ ଜ୍ୟୋତି ଏହି ବ୍ୟକ୍ତିଙ୍କ ସହ ଅଧିକ

ମହାପ୍ରଭୁଙ୍କର ସମ୍ପତ୍ତିର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବଦ୍ଧପରିକର

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ପର୍କିତ ଏକ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ରାୟ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ l ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ କନ୍ତିଆ ମୌଜାର ବହୁମୂଲ୍ୟ ୧୫ ଏକର ଜମିକୁ ନେଇ ନିର୍ଦ୍ଦିଷ୍ଟ ଏକ ସଂସ୍ଥା ପକ୍ଷରୁ ଦାଏର ଏହି ମାମଲାରେ

କାର୍ଯ୍ୟର ଗୁଣବତ୍ତା ସହ କୌଣସି ସାଲିସ୍‌ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକରେ ନିଜର ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅବସରରେ

ପାଣିରେ ଅଘଟଣ: ନଦୀରେ ବୁଡ଼ି ଗଲେ ଯୁବତୀ

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳାଶୟରେ ରବିବାର ଦିନ ଅଘଟଣ ଘଟିଛି। ସୁନ୍ଦରଗଡ଼ରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର ଜିଲ୍ଲା ସୋରରେ ଶିଶୁପୁତ୍ରର ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ସେହିପରି କଟକରେ କାଠଯୋଡ଼ିରେ ୨ ଜଣ ଯୁବକ ନିଖୋଜ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା

‘ଆଗ ଦେଶ, ଝିଅ ପଛ…ଯଦି କିଛି ହୋଇଥାଏ, କାର୍ଯ୍ୟାନୁଷ୍ଠାନ ହେଉ’

ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କର ଖୋଳତାଡ। ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ ପରେ ପୁରୀ ପୋଲିସର ପଚରାଉଚରା। ପ୍ରିୟଙ୍କାଙ୍କ ଘରେ ଅତିରିକ୍ତ ଏସ୍‌ପି ଓ ସିଟି ଡିଏସପି ପହଞ୍ଚି ତାଙ୍କୁ ପଚରାଉଚରା