ତୃତୀୟ ସ୍ତ୍ରୀ ସହ ମିଶି ପ୍ରଥମ ସ୍ତ୍ରୀର ପୁଅକୁ ମାରିଲା ବାପା
ମୟୂରଭଞ୍ଜ: ନୃଂଶସ ବାପାର ଉନ୍ମୁକ୍ତକାଣ୍ଡ । ପୁଅକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ଫେରାର ହୋଇଯାଇଛି । ଏହି ଘଟଣାରେ ସାବତ ମାର ମଧ୍ୟ ସମ୍ପୃକ୍ତି ରହିଛି । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ନରଣଖୁଣ୍ଟା ଗାଁରେ ଘଟିଛି ଏଭଳି ହତ୍ୟାକଣ୍ଡ । ମୃତକ ହେଲେ ପ୍ରମୋଦ ସିଂ । ଅଭିଯୁକ୍ତ!-->…
