ଅଗଷ୍ଟ ୯ରୁ ଯୁକ୍ତ ୩ ଶେଷ ସେମିଷ୍ଟାର
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକର ଯୁକ୍ତ ତିନି ଶେଷ (ଷଷ୍ଠ) ସେମିଷ୍ଟର୍ ରେଗୁଲାର୍ ଓ ବ୍ୟାକ୍ ପରୀକ୍ଷା ଆସନ୍ତା ଅଗଷ୍ଟ ୯ ତାରିଖରୁ ଆରମ୍ଭ ହେବ । ଯାହା ୧୨ ତାରିଖରେ ସରିବ । ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଅନଲାଇନ୍!-->…
