ନଜର ପକାନ୍ତୁ ଦେଶର କରୋନା ଅପଡେଟ ଉପରେ..
ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୩୭,୧୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଗୋଟିଏ ଦିନରେ ୩୯,୬୪୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସଂପ୍ରତି ଭାରତରେ ଦୈନିକ ସଂକ୍ରମଣ ହାର ୨.୫୯%% ଏବଂ ସାପ୍ତାହିକ!-->…
