Odia News Portal

ଟିକା ନେବା ପରେ ମଧ୍ୟ ୬୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ଲୋକ। ଗୋଟିଏ ପଟେ କରୋନାର ବିଭିନ୍ନ ପ୍ରଜାତି ଲୋକଙ୍କ ମନରେ ଭୟ ସଚାଂର କରୁଥିବା ବେଳେ ଅନ୍ୟପଟେ ମନ୍ଥର ଟିକାକରଣ ଏବଂ ଟିକା ନେବା ସତ୍ତ୍ବେ ସଂକ୍ରମିତ ହେବା ଘଟଣା ଏବେ ଚିନ୍ତା ବଢାଇଛି।ଟିକା ନେଲା ପରେ ବି ଶହ ଶହ ସ୍ବାସ୍ଥ୍ୟ

ବଜ୍ରାଘାତରେ ଗଲା ୭୦ ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବଜ୍ରଘାତରେ ଗୋଟିଏ ଦିନରେ ୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୪୦,ରାଜସ୍ଥାନରେ ୨୦ରୁ ଅଧିକ, ମଧ୍ୟପ୍ରଦେଶରେ ୭ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ, ରବିବାର ସନ୍ଧ୍ୟାରେ ୟୁପିରେ ପ୍ରବଳ

ଶରଧା ବାଲିରେ ତାଳଧ୍ୱଜ

ପୁରୀ: ଶରଧା ବାଲିରେ ଯାଇ ଲାଗିଛି ବଡ଼ ଭାଇ ବଳଭଦ୍ରଙ୍କ ରଥ । ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଛି ତାଳଧ୍ୱଜ । ନବଦିବାତ୍କକ ଯାତାରେ ରତ୍ନବେଦୀରୁ ବାହାରିଛନ୍ତି ମହାପ୍ରଭୁ । ତେବେ ପରେ ପରେ ଦର୍ପ ଦଳନ ରଥ ମଧ୍ୟ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖା ପାଖା ପହଞ୍ଚିଥିବା ଦେଖିବାକୁ ମିଳିଛି ।

ବୌଦ୍ଧ କମ୍ବିଂ ଅପରେସନରେ ପୋଲିସକୁ ସଫଳତା, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ: ପୋଲିସର ବଡ଼ ସଫଳତା । ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ । ନିକଟରେ ବୌଦ୍ଧ ଜିଲ୍ଲା ଗୋଛାପଡ଼ା ନିକଟରେ ହୋଇଥିଲା ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ । ତେବେ ଏଥିରେ ଦୁଇଜଣ ଯବାନ ଗୁରୁତର ଆତ ହୋଇଥିଲେ । ସେମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରି, ଆସିଲା ଆଉ ଏକ ବଡ଼ ତଥ୍ୟ, ସ୍ୱାମୀ ଅଫିସ ଯିବା ପରେ…

ଭୁବନେଶ୍ୱର: ରାଜଧାନୀ ଭୀମଟାଙ୍ଗୀରେ ଘଟିଥିବା ପ୍ରିୟଙ୍କା ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ତଥ୍ୟ ପୋଲିସ ହାତରେ ଲାଗୁଛି । ତେବେ ଉଭୟଙ୍କ କଲ ରେକର୍ଡ ଓ ହ୍ୱାଟ୍ସଆପ ଚାଟକୁ ନେଇ କାଲି ପୋଲିସ ହାତରେ କିଛି ତଥ୍ୟ ଲାଗିଥିଲା । ତେବେ ସେମାନେ ନିଜର ମେସେଜକୁ ଡିଲେଟ କରିଥିବା ଦେଖିବାକୁ

ଗଡ଼ିଲା କାଳିଆର ନନ୍ଦିଘୋଷ

ପୁରୀ: ବଡ଼ଦାଣ୍ଡରେ ଗଡ଼ିଛି କାଳିଆ ଠାକୁରଙ୍କ ନନ୍ଦିଘୋଷ । ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଶେଷରେ ଭାଇ ଭଉଣୀଙ୍କ ପଛେ ପଛେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି । ଦୀର୍ଘ ସମୟ ଧରି ଭକ୍ତଙ୍କ ଅପେକ୍ଷା ଥିଲା କେତେବେଳେ ଗଢ଼ିବା ତାଙ୍କ ପ୍ରିୟ କାଳିଆ ଠାକୁରଙ୍କ ରଥ । ଏବେ ସବୁ ପ୍ରତିକ୍ଷାର ଅନ୍ତ

ନୀତି ନିର୍ଘଣ୍ଟର ତିନି ଘଣ୍ଟା ପୂର୍ବରୁ ଗଡ଼ିଲା ରଥ

ପୁରୀ: ବଡ଼ଦାଣ୍ଡରେ ଗଡ଼ୁଛି ରଥ । ତେବେ ଚଳିତବର୍ଷର ନୀତି ନିର୍ଘଣ୍ଟର ତିନିଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ପ୍ରଭୁ ବଳବଦ୍ରଙ୍କ ରଥ ଟଣା ହୋିଥିବା ବେଳେ ପରେ ମାତା ସୁଭଦ୍ରାଙ୍କ ରଥକୁ ଟଣାଯାଇଛି । ସେପଟେ ଶେଷରେ ବଡ଼ଠାକୁରଙ୍କ ନନ୍ଦିଘୋଷ ଟଣାଯିବା ନେଇ ପ୍ରସ୍ତୁତ ହୋଇ ରହିଛି ।

ଭୁବନେଶ୍ୱରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ହେବାକୁ ଥିବା ବିଜେଡିର ରାଜ୍ୟ କାର୍ଯ୍ୟାଳୟ ତିନି ମହଲା ବିଶିଷ୍ଟ

ଗଢ଼ୁଛି ରଥ, ବଢ଼ୁଛି ଭାବାବେଗ

ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ବିନା ଭକ୍ତରେ ଆରମ୍ଭ ହୋଇ ଯାଇଛି ରଥଟଣା । ସେବାୟତମାନେ ରଥ ଟାଣୁଛନ୍ତି । ନାଟୁଆ ଠାକୁରଙ୍କ ନାଟ ବଡ଼ ଅଜବ । ଚମଚକ୍ଷୁ ପୁରୀ ଯାଇ ଦେଖି ପାରୁନି ମହାପ୍ରଭୁଙ୍କୁ । ରଥଟଣାକୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଦେଖି ଭକ୍ତମାନେ ଭାବ ବିହ୍ୱଳ ହୋଇ ପଡିଛନ୍ତି ।

ଆରମ୍ଭ ହେଲା ରଥଟଣା

ପୁରୀ: ବିନା ଭକ୍ତରେ ଆରମ୍ଭ ହୋଇଛି ରଥଟଣା । ପ୍ରଥମେ ଗଢ଼ିଛି ଭାଇ ବଳଭଦ୍ରଙ୍କ ରଥ । ସେବାୟତମାନେ ରଥଟାଣୁଛନ୍ତି । ଏହାପରେ ଭଉଣୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହେବ । ଶେଷରେ ହଟିଆ ଠାକୁର ମହାପ୍ରଭୁଙ୍କ ରଥଟାଣିବେ ସେବାୟତ । କରୋନା କଟକଣା ମଧ୍ୟରେ ସମସ୍ତ ନୀତି ସମ୍ପର୍ଣ୍ଣ ହେବା ପରେ ରଥଟଣା