ନୂଆ ଆଇଟି ନିୟମ ସମୀକ୍ଷା କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଲାଗି ଦେଲେ ଏଭଳି…
ନୂଆଦିଲ୍ଲୀ: ନିକଟରେ ସଂପ୍ରସାରଣ ହୋଇଛି ମେଦିଙ୍କ ମନ୍ତ୍ରୀ ମଣ୍ଡଳ । ଆଇଟି ଏବଂ ରେଳ ବିଭାଗ ମନ୍ତ୍ରୀ ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରେଳ ବିଭାଗର କାର୍ଯ୍ୟଭାର ଗ୍ରହଣ କରୁ କରୁ ସେ ଆକ୍ସନ ମୁଡରେ ରହିଥିବା ବେଳେ ଆଇଟି ବିଭାଗର ସମୀକ୍ଷା ମଧ୍ୟ ଆଜି କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ,!-->…
