ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ
ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ୟସ୍ ।ତେବେ ରାଜ୍ୟ ସରକାରଙ୍କ ନିକଟରେ ଏବେ ଡବଲ୍ ଚ୍ୟାଲେଞ୍ଜ । କରୋନା ମହାମାରି ଭିତରେ ବାତ୍ୟା ୟସ୍କୁ ଭୟ ବୃଦ୍ଧି ପାଇଛି ।କିଭଳି କୋଭିଡ୍ ଗାଇଡ ଲାଇନକୁ ଅନୁସରଣ କରି ବାତ୍ୟା ମୁକାବିଲା କରାଯିବ ସେ ଉପରେ ଫୋକସ୍ ରଖିଛନ୍ତି ରାଜ୍ୟ ସରକାର ।ଆଉ ଏହା!-->…
