ଆଜି ରାଜ୍ୟରେ ୪୦ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର କମିଥିଲେ ସୁଦ୍ଧା ମୃତ୍ୟୁହାର କମିବାର ନାଁ ଧରୁନି । ଆଜି ରାଜ୍ୟରେ ୪୦ଜଣଙ୍କ ମୃତ୍ୟୁ ହୋଇଛି । କଟକ ଓ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ମୃତ୍ୟୁବରଣ!-->…
