Odia News Portal

ଆଜି ଭାରତର ଇଂଲଣ୍ଡ ଗସ୍ତ

ମୁମ୍ବାଇ,୧ା୬: ଆସନ୍ତାକାଲି ବ୍ରିଟେନ ଗସ୍ତରେ ଯିବ ଭାରତୀୟ ପୁରୁଷ ଓ ମହିଳା ଦଳ । ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ·ମ୍ପିଅନସିପ (ଡବ୍ଲ୍ୟୁଟିସି-୨୦୨୧) ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ଖେଳାଯିବ । ଭାରତୀୟ ପୁରୁଷ ଦଳ ଏବଂ ମହିଳା ଦଳ

ନୂଆ ନିର୍ଦ୍ଦେଶନାମା : ୩୦% କର୍ମଚାରୀରେ ସରକାରୀ ଅଫିସ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ସରକାରୀ ଅଫିସ୍ ଚାଲିବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭିନ୍ନକ୍ଷମ କର୍ମଚାରୀ ଓ ମହିଳା କର୍ମଚାରୀମାନେ ଘରୁ ରହି କାମ କରିବେ। ସେମାନେ ଅଫିସ୍ ଆସିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି

ସିଏମଆରଏଫକୁ ୫୦ ଲକ୍ଷ ଦାନ କଲେ ଓଡିଆ ଝିଅ

ଭୁବନେଶ୍ୱର :- ଓଡିଆ ଝିଅ ଜୟଶ୍ରୀ ମହାନ୍ତିଙ୍କ ଦ୍ୱାରା ଆମେରିକାରେ ସ୍ଥାପିତ ଆମ ବିଶ୍ୱାସ ସଂସ୍ଥା ରାଜ୍ୟର କୋଭିଡ୍ ପରିଚାଳନାରେ ନିଜର ସହଯୋଗସ୍ୱରୂପ ୬୮,୫୦୦ ଡଲାର ଅନ୍ ଲାଇନ୍ ଟ୍ରାନ୍ସଫର ମାଧ୍ୟମରେ ଦାନ କରିଛନ୍ତି ବୋଲି ଗୃହ ଓ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ

ରାଜଧାନୀରେ ୯୭୪ ପଜିଟିଭ୍, ୧୦୪୭ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ( ବିଏମସି ) ଅଂଚଳରୁ ମଙ୍ଗଳବାର ଆଉ ୯୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୭୦ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୮୦୪ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୦୪୭ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମସି

ବିଧବା, ଅନାଥଙ୍କ ପାଇଁ ନବୀନଙ୍କ ବଡ ଘୋଷଣା

.ସମସ୍ତ ସାମାଜିକ ନିରାପତା ଯୋଜନାର ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ପେନ୍ସନ .ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କର, ପିଲାମାନଙ୍କ ଯତ୍ନ ଉପରେ ସ୍ୱତନ୍ତ୍ର ଫୋକସ୍ .ବ୍ଲାକ୍ ଫଙ୍ଗସର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପରାମର୍ଶ

ରାଜ୍ୟରେ ଗବେଷଣା ସଂସ୍କୃତିକୁ ବ୍ୟାପକ କରିବ : ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଅଧିକ ବ୍ୟାପକ ଏବଂ ଗବେଷଣା ସଂସ୍କୃତିକୁ ଅ ।ଗେଇ ନେବା ଦିଗରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଏକ ସମୟୋପଯୋଗୀ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୂରଦୃଷ୍ଟିସଂପନ୍ନ

ଛାତ୍ରଛାତ୍ରୀଙ୍କ ସପକ୍ଷରେ କେନ୍ଦ୍ର: ରଦ୍ଦ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି ସଂକ୍ରମଣ । ତେବେ କରୋନା ସଂକ୍ରମଣ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।ଆଜି କେନ୍ଦ୍ର ସରକାର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ରଦ୍ଦ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସିବିଏସଇର