ବାର୍ଥଡେ ପାର୍ଟିରୁ ନିଖୋଜ, ମେଡିକାଲରୁ ଉଦ୍ଧାର
ବାର୍ଥଡେ ପାର୍ଟିରୁ ନିଖୋଜ, ମେଡିକାଲରୁ ଉଦ୍ଧାର । ୧୨ଦିନ ପରେ ମିଳିଲେ ନିଖୋଜ ଯୁବକ। ଭରତପୁର ଥାନା ଅଞ୍ଚଳର ଜଣେ ଯୁବକ ବର୍ଥଡେ ପାର୍ଟିରୁ ନିଖୋଜ ହୋଇଥିଲେ। କାଫେରୁ ନିଖୋଜ ହୋଇଥିବା ଯୁବକ କଟକ SCBରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଯୁବକ ହେଲେସତ୍ୟଜିତ ଦାସ । ସେ ଗତ ୪ ତାରିଖରୁ ନିଖୋଜ…
