ବାଲିଅନ୍ତା ଲିଞ୍ଚିଂ : ୪ ପୋଲିସ ଅଧିକାରୀ ନିଲମ୍ବିତ, ଦୁଇ ହୋମଗାର୍ଡଙ୍କୁ ଡିସ୍ ମିସ ନୋଟିସ୍
ବାଲିଅନ୍ତା ଲିଞ୍ଚିଂ ଘଟଣାରେ ବଡ଼ ଆକ୍ସନ । ୪ ପୋଲିସ ଅଧିକାରୀ ଏବଂ କର୍ମଚାରୀ ନିଲମ୍ବିତ । ନିଲମ୍ବିତଙ୍କ ମଧ୍ୟରେ ଜଣେ ଏସଆଇ ଓ ଜଣେ ଏଏସଆଇ ଅଛନ୍ତି । ଆଉ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅପସାରଣ କରିବାକୁ ନୋଟିସ୍ ଜାରି ହୋଇଛି । ବାଲିପାଟଣା ଥାନା ଆଇଆଇସି ଅନିଲ…
