Odia News Portal

କେରଳରେ ପୁଣି ବିଜୟନ ସରକାର

ଥିରୁୱନନ୍ତପୁରମ : କେରଳରେ ପୁଣି ବିଜୟନ ସରକାର । କେରଳରେ କ୍ଷମତାସୀନ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିରୋଧକୁ ପିନରାୟି ବିଜୟନ ମୁକାବିଲା କରିଛନ୍ତି । କେରଳରେ ଭୋଟ ଗଣତି ଚାଲିଛି । ଶେଷ ଖବର ସୁଦ୍ଧା ବିଜୟନଙ୍କ ଏଲଡିଏଫ 89 ସିଟ୍ ଜିଣି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ

ପଶ୍ଚିମବଙ୍ଗରେ ଦିଦିଙ୍କ ହାତରୁ ଖସୁଛି ନନ୍ଦିଗ୍ରାମ ଆସନ !

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ପଶ୍ଚିମବଙ୍ଗରେ ଉଭୟ ଟିଏମସି ଏବଂ ବିଜେପି ନିଜ ନିଜର ବିଜୟ ଦାବି କରୁଛନ୍ତି। ତେବେ ଏବେ ଏହା ଦେଖିବାକୁ ବାକି ରହିଲା ଯେ ବେଙ୍ଗଲର ଲୋକମାନେ କାହା ଉପରେ ବିଶ୍ୱାସ କରୁଛନ୍ତି |ପଶ୍ଚିମବଙ୍ଗରେ ବିଜେପିଠାରୁ ବହୁ

ପଶ୍ଚିମବଙ୍ଗ ବିଧାନସଭା : ଆକଳନଠୁ ବହୁ ଆଗରେ ଟିଏମସି

କୋଲ୍‌କାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶାସକ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲେ ବି ସଦ୍ୟତମ ସୂଚନା ଅନୁସାରେ ସଂଖ୍ୟା ଗରିଷ୍ଠତା ସୀମା ଟପି ସମ୍ପ୍ରତି ‘ଟିଏମ୍‌ସି’ ‘ବିଜେପି’ ଠାରୁ ଆଗୁଆ ରହିଛି। ପୂର୍ବାହ୍ନ ୧୧ଟା

ଜାଣନ୍ତୁ ଲକଡାଉନ୍ ବେଳେ କଣ ଖୋଲା ଓ କଣ ବନ୍ଦ ?

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଘୋଷଣା ହୋଇଛି । ଚଳିତ ମେ ମାସ ୫ତାରିଖ ବୁଧବାର ସକାଳ ଠାରୁ ୧୯ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଘରଠାରୁ ୫୦୦ମିଟର ଦୂରତା ମଧ୍ୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ

ମେ ୫ରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ଘୋଷଣା ହେଲା ଲକ୍ ଡାଉନ୍ । ଚଳିତ ମେ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ।

ତାମିଲନାଡୁରେ ଚାଲିଲା ଷ୍ଟାଲିନ ଯାଦୁ

ତାମିଲନାଡୁ: ତାମିଲନାଡୁରେ ଜାରି ରହିଛି ବିଧାନସଭା ଭୋଟ ଗଣତି । କିଏ ହାତେଇବ ତାମିଲନାଡୁ ଆସନ ତା ଉପରେ ରହିଛି ସମସ୍ତଙ୍କ ନଜର । ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ସତ୍ତା ପାଇଁ ଚାଲିଛି ଟକ୍କର । ସୂଚନା ଅନୁଯାୟୀ, ଡିଏମକେ ଏବେ ପର୍ଯ୍ୟନ୍ତ 133ଟି ସିଟରେ ଆଗୁଆ ରହିଥିବା ବେଳେ ଏଆଇଡିଏମକେ

ଆଉ କିଛି ସମୟ ପରେ ରାଜ୍ୟ ପାଇଁ ବଡ଼ ଘୋଷଣା

ଭୁବନେଶ୍ବର: ଆଜି ସକାଳ ୧୦ଟା ସମୟରେ ରାଜ୍ୟବାସୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଦୃତଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନଜରରେ ରଖି କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ଏ ନେଇ ମେ ୨ତାରିଖ ଦିନ ସକାଳ ୧୦ଟାରେ

ପୋଲାର୍ଡ ପ୍ରହାରରେ ଚେନ୍ନାଇ ମାଟି କାମୁଡିଲା

ମୁମ୍ବାଇ : ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇ ସୁପର କିଙ୍ଗସ ଦେଇଥିବା ବିଶାଳ ଟାର୍ଗେଟକୁ ଶେଷ ବଲରେ ହାସଲ କଲା ମମ୍ବାଇ । ଆଇପିଏଲ ଲିଗ ମ୍ୟାଚରେ ଶନିବାର ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଏହି ମୁକାବିଲାରେ ୨୧୯ ରନର ବିଜୟ ଲକ୍ଷ୍ୟକୁ