Odia News Portal

ଆଜି ରୁକୁଣା ରଥଯାତ୍ରା : ୧୪୪ ଧାରା ଜାରି

ଭୁବନେଶ୍ୱର : ଆଜି  ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ରଥଯାତ୍ରା ପରେ ଆସନ୍ତା ୨୪ ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ଏହାକୁ ଆଖି ଅ ।ଗରେ ରଖି  ୧୪୪ ଧାରା ଜାରି କରାଯାଇଛି । ଆଜି ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଲାଗୁ

ଅଲ୍ଲୀଙ୍କ ଚମକରେ ଚମକିଲା ଚେନ୍ନାଇ

ମୁମ୍ବାଇ : ଆଇପିଏଲ୍‌ର ୧୨ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ଏହି ବିଜୟ ସହିତ ଚେନ୍ନାଇ ତୃତୀୟ ମ୍ୟାଚ୍‌ରୁ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ସେହି ସମାନ ମ୍ୟାଚ୍‌ରୁ ରାଜସ୍ଥାନ ରୟାଲ୍ସ ଦ୍ଵିତୀୟ ପରାଜୟ ଭୋଗିଛି। ବଡ

ବାହାଘର, ହାଟ, ମଲଠୁ ରେଷ୍ଟୁରାଣ୍ଟ ସବୁଠି କଟକଣା

ଭୁବନେଶ୍ୱର : କରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟ ସରକାର ଅ ।ସନ୍ତା ୨୪ ତାରିଖରୁ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟରେ ବିଭିନ୍ନ କାମ ପାଇଁ ସରକାର କଟକଣା ଲାଗୁ କରିଛନ୍ତି । ପରିବା ହାଟ, ମଲ, ରେଷ୍ଟୁରାଣ୍ଟଠୁ ବାହାଘର ପାଇଁ ମଧ୍ୟ କଟକଣା

ପାରାଦୀପରେ ଅମ୍ଲଜାନ ପ୍ଲାଣ୍ଟ କରିବ ଇଫକୋ

ନୂଆଦିଲ୍ଲୀ: ଦେଶରେ ଅମ୍ଳଜାନର ଅଭାବ ସମସ୍ୟାର ସମାଧାନ ପାଇଁ 'ଇଣ୍ଡିଆନ ଫାମର୍ସ ଫର୍ଟିଲାଇଜର କୋପରେଟିଭ୍‌ ଲିମିଟେଡ୍‌' (ଇଫ୍‌କୋ) ଆଗେଇ ଆସିଛି । ନିଜର ସାର କାରଖାନାଗୁଡ଼ିକରେ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି ଇଫ୍‌କୋ । ଇଫ୍‌କୋର ପରିଚାଳନା ନିର୍ଦ୍ଦେଶକ ଏନେଇ

ଦୁଇ ଛାତ୍ରଙ୍କ ଗଳାକାଟିଲେ ମାଓବାଦୀ

ମାଲକାନଗିରି : ଛତିଶଗଡ଼ରେ ସବୁ ସୀମା ଟପିଗଲେଣି ମାଓବାଦୀ । ବଡ ବଡ ହିଂସା ଘଟାଉଛନ୍ତି ରକ୍ତମୁହାଁ ନକ୍ସଲବାଦୀ । ଗତ ୧୫ ଦିନ ଭିତରେ ମାଓବାଦୀମାନେ ଯାହା ଉପରେ ସନେ୍ଦହ ରହୁଛି ତାକୁ ନିଜର ଶିକାର କରୁଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କ ଗଳାକାଟି ହତ୍ୟା । ମୃତକ ଦୁଇ ଜଣ ହେଲେ

ସଟଡାଉନରେ ଏମାନଙ୍କ ଉପରେ ରହିବନି କଟକଣା

*ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ | *ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ | *ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନି | *ଯାତ୍ରା ରଙ୍ଗମଞ୍ଚ,ଅଙ୍ଗନବାଡ଼ି କେନ୍ଦ୍ର ଆଦିକୁ ମଧ୍ୟ ବନ୍ଦ |

ପହିଲାରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା

ନୂଆଦିଲ୍ଲୀ : କାରୋନାର ଦ୍ୱିତୀୟ ଲହରରେ ସାରା ଦେଶ ନୟାନ୍ତ ହୋଇପଡ଼ିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ଥିତି ଆହୁରି ସଂଗୀନ ସ୍ଥିତି ଚାଲିଗଲାଣି । ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୫ ବର୍ଷରୁ ଊଦ୍ଦ୍ୱର୍ ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି । ତେବେ ଦ୍ୱିତୀୟ ଲହରରେ ୪୫

ନାଇଟ କର୍ଫ୍ୟୁ ପରେ ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର: କରୋନା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଥିବା ସମୟରେ ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ ଜାରି କରିଛନ୍ତି ସରକାର । ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା