Odia News Portal

ପୁତ୍ର ସନ୍ତାନ ଜନ୍ମ ଦେଲେ ଶ୍ରେୟା ଘୋଷାଲ

ମୁମ୍ବାଇ : ମା’ ହେଲେ ଲୋକପ୍ରିୟ ଗାୟୀକା ଶ୍ରେୟା ଘୋଷାଲ। ଏନେଇ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି। ଗୁଡ୍‌ ନ୍ୟୁଜ୍‌ ସେୟାର କରିବା ସହ ଆଶୀର୍ବାଦ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରେୟା। ତାଙ୍କର ଏହି ପୋଷ୍ଟକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଥିବା ବେଳେ

୧୦୦ ଟଙ୍କାରେ ଗଞ୍ଜେଇ ଭଡା

ଭୁବନେଶ୍ୱର : ଗୋଟିଏ ପୁଡିଆ ଗଞ୍ଜେଇ ଘରେ ରଖିବାକୁ ଦିନକୁ ଭଡା ୧୦୦ ଟଙ୍କା । ଘଣ୍ଟାଏ ହେଉ କି ୨୪ଘଣ୍ଟା ଘର ମାଲିକଙ୍କୁ ଗଞ୍ଜେଇ ବେପାରୀ ୧୦୦ ଟଙ୍କା ଭଡା ଦେଉଛନ୍ତି । ଘର ମାଲିକ ବି ବିନା ପରିଶ୍ରମରେ ଶହେ ଟଙ୍କା ରୋଜଗାର କରୁଛନ୍ତି । କଥାଟି ବିଶ୍ୱାସ ଲାଗୁନଥିଲେ ବି ସତ୍ୟ । ଖୋଦ

ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତଙ୍କ ପରଲୋକ

ଭୁବନେଶ୍ୱର: ଆରପାରିରେ ଯୁବ ନେତା ସମ୍ବିତ ନନ୍ଦ । ଆଜି କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ତାଙ୍କର ଦେହାନ୍ତ ହୋଇଛି । ସୂଚନାନୁସାରେ, ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ସମ୍ବିତଙ୍କୁ ଏପ୍ରିଲ ୨୮ ରେ କଟକ ସ୍ଥିତ ଅଶ୍ୱୀନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା : ଜୀବନ ସୁରକ୍ଷାକୁ ଗୁରୁତ୍ୱ

.ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଗୁରୁତ୍ୱ .ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ .ଅକ୍ସିଜେନ ଯୋଗାଣ ଯେପରି ବ୍ୟାଘାତ ନ ହୁଏ ଧ୍ୟାନ ଦିଅ .ମହାମାରୀ ଯୋଗୁ ପରିସ୍ଥିତି ଜଟିଳ ହୋଇଛି

5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ହକି ଇଣ୍ଡିଆ ତରଫରୁ ବଡ଼ ସମ୍ମାନ

ଭୁବନେଶ୍ୱର: ଓଡିଶା ହକିରେ ଉଲ୍ଲେଖନୀୟ ଅବଦାନ ଏବଂ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କାର୍ତ୍ତିକେୟାନ୍ ପାଣ୍ଡିଆନଙ୍କୁ ହକି ଇଣ୍ଡିଆ ତରଫରୁ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି | ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏଫ୍‌ଆଇଏଚ୍‌ର ୪୭

୨୧ ବର୍ଷରେ ପାଦ ଥାପିଲେ ଶାହାରୁଖଙ୍କ ଲାଡଲି ସୁହାନା

ମୁମ୍ୱାଇ: ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଆଜି ୨୧ ବର୍ଷରେ ପାଦ ଥାପିଛନ୍ତି। ଯଦିଓ ସୁହାନା ବଲିଉଡରେ ପ୍ରବେଶ କରିନାହାଁନ୍ତି, ତଥାପି ସେ ସୋସିଆଲ ମିଡିଆରେ ଜଣେ ଷ୍ଟାରଠାରୁ କମ୍ ନୁହଁନ୍ତି | ସୁହାନା ସୋସିଆଲ ମିଡିଆରେ ବହୁତ ସକ୍ରିୟ, ଯେଉଁଠାରେ ସେ ତାଙ୍କ ପ୍ରଶଂସକଙ୍କ ସହ ବହୁତ ଜଡିତ

ଆସୁଛି ବାତ୍ୟା ‘ୟଶ୍’: ପ୍ରସ୍ତୁତି ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ୟଶ୍। ଏନେଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଜି ସକାଳେ ଏହା ଲଘୁଚାପର ରୂପ ନେଇଥିବା ସମୟରେ ଆଗାମୀ ୨୪

ଜୈବ ବିବିଧତା ଦିବସର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର:ପ୍ରତିବର୍ଷ ୨୨ ମେ’ରେ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଏ | ଏହାକୁ ‘ବିଶ୍ୱ ଜୈବ ବିବିଧତା ସଂରକ୍ଷଣ ଦିବସ’ ମଧ୍ୟ କୁହାଯାଏ। ମିଳିତ ଜାତିସଂଘ ଦ୍ୱାରା ଏହା ଆରମ୍ଭ ହୋଇଥିଲା | ଆମ ଜୀବନରେ ଜୈବ ବିବିଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ପ୍ରାକୃତିକ ଏବଂ ପରିବେଶ