ମିଶ୍ରିତ ଡ୍ରଗ୍ସ ଜବତ
ଭବାନୀପାଟଣା: କଳାହାଣ୍ଡି ପୋଲିସ ଦ୍ୱାରା ସମ୍ବଲପୁରରୁ ଭବାନୀପାଟଣା ଆସୁଥିବା ମିଶ୍ରିତ ଡ୍ରଗ୍ସ ଜବତ ଓ ଦୁଇ ଜଣ ଗିରଫ ହୋଇଛନ୍ତି। କଳାହାଣ୍ଡି ଏସ୍ ପି ଡ. ଶ୍ରବଣ ବିବେକ ଏମ୍ ବିଶେଷ ସୂତ୍ରରୁ ଖବର ପାଇଥିଲେ, ସମ୍ବଲପୁରରୁ ଭବାନୀପାଟଣା ଆସୁଥିବା କାରରେ ବହୁ ପରିମାଣର ଡ୍ରଗ୍ସ ଭବାନୀପାଟଣା!-->…
