Odia News Portal

ଲକ୍ ଡାଉନରେ ପରିଚୟପତ୍ର ଥିଲେ ବି ଛାଡିବନି ପୁଲିସ

ଭୁବନେଶ୍ୱର- ଲକ୍ ଡାଉନ ଓ ସପ୍ତାହାନ୍ତ ସଟ୍ ଡାଉନ ବେଳେ ଅନେକ ବ୍ୟକ୍ତି ବିଭିନ୍ନ ସଂସ୍ଥାର ପରିଚୟପତ୍ର ଦେଖାଇ ଯାତାୟତ କରୁଛନ୍ତି । ତେବେ ଅନେକ ଫେକ୍ ଆଇଡି କାର୍ଡ ବା ଜାଲ ପରିଚୟ ପତ୍ର ଦେଖାଉଛନ୍ତି । ଯାହା ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧା ସାଜିଛି । ବଡକଥା ହେଲା, ଗଣମାଧ୍ୟମ ସଂସ୍ଥା

କଟକରେ ବିଗିଡି ଚାଲିଛି ସ୍ଥିତି, ଗୋଷ୍ଠୀ ସଂକ୍ରମଣ ଆଶଙ୍କା !

କଟକ- କଟକରେ ବିଗିଡି ଚାଲିଛି କୋଭିଡ ସଂକ୍ରମଣ ସ୍ଥିତି । ପ୍ରତିଦିନ ସଂକ୍ରମଣ ହାର ବଢ଼ୁଛି । ଆଜି କଟକରୁ ୧୦୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ କଟକରେ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରିଛନ୍ତି ନୋଡାଲ ଅଧିକାରୀ । ବାହାରୁ କଟକୁ ଲୋକେ ଆସୁଥିବାରୁ ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ଆଜି ୧୧ ହଜାର ପାର୍ ସଂକ୍ରମିତ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା ।ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧୮୦୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୪୨୦୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୧୩ ଜଣ

ରାଷ୍ଟ୍ରନାୟକ ନବୀନ: ନଭିମୁମ୍ବାଇ ମହାନଗର ନିଗମ ଓଡିଶା ଭବନ ଭଡା ଦେୟ ସମ୍ପୂର୍ଣ୍ଣ ଛାଡ଼

ଭୁବନେଶ୍ବର: କୋଭିଡ୍ ମୁକାବିଲା କ୍ଷେତ୍ରରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବଦାନ୍ୟତା ଦେଖାଇଛନ୍ତି । ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦

ବରଗଡ଼ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ

ଭୁବନେଶ୍ବର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର କୋଭିଡ୍ ମୁକାବିଲା କରିବା ପାଇଁ ବରଗଡ଼ର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି । ମହାମାରୀର ମୁକାବିଲା ପାଇଁ ବରଗଡର ବିକାଶ ମଲ୍ଟି ସ୍ପେଶାଲିଟି

ସିଏମଙ୍କ ରିଲିଫ୍ ପାଣ୍ଠିକୁ ଏସ୍ଏମ୍ସି ଦେଲା ୫୧ ଲକ୍ଷ

ଭୁବନେଶ୍ୱର : ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏସ୍‌.ଏମ୍‌.ସି. ଷ୍ଟିଲ୍‌ କଂପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ଅଧ୍ୟକ୍ଷ ଶ୍ରୀ

ଇଂଲଣ୍ଡ ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ଦଳ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରେ ଇଂଲଣ୍ଡର ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରିଛି । ସେହିପରି ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ପାଞ୍ଚ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏମ୍.କେ. ଷ୍ଟାଲିନ୍

ତାମିଲନାଡୁ: ଡିଏମ୍କେ’ର ଅଧ୍ୟକ୍ଷ ଏମ୍.କେ. ଷ୍ଟାଲିନ୍ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ୩୩ଜଣ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି । ଏଥିସହ ତାମିଲନାଡୁର ଗୃହମନ୍ତ୍ରୀ ଭାବେ ମଧ୍ୟ ସେ ଶପଥ ନେଇଛନ୍ତି। ପୂର୍ବତନ ମନ୍ତ୍ରୀ

ରେକର୍ଡ ସଂଖ୍ୟକ ସଂକ୍ରମଣ: ଦିନକରେ ୧୨୨୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି କରୋନା ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୨,୨୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୧୨୪୦୦ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ରହିଥିବା ୫୩୨୪