ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ
ଭୁବନେଶ୍ୱର: ଚାଲିଥିଲା ଚୋରା ମଦ କାରବାର । ଚଢ଼ାଉ କରିବା ଲାଗି ଯାଇଥିଲେ ଅବକାରୀ କର୍ମଚାରୀ । ଶେଷରେ ଆକ୍ରମଣର ଶିକାର ହେଲେ ଅବକାରୀ କର୍ମଚାରୀ । ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ଦୁର୍ବୁତ୍ତଙ୍କ ଏହି ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ!-->…
