Sign in
Sign in
Recover your password.
A password will be e-mailed to you.
ବିଦାୟ ନେଲା ସୁନ୍ଦରୀ
ଅନୁଗୁଳ: ଦୀର୍ଘ ୩ ବର୍ଷ ଯାଏଁ ସାତକୋଶିଆ ଅଭୟାରଣ୍ୟ ଭିତରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁ ଏହି ସୂଚନା ଦେଇଛନ୍ତି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ!-->…
ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ସମୟରେ ଦେଶରେ ଦିନକୁ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଆୟତ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ମୁତାବକ, ଏପ୍ରିଲ!-->!-->!-->…
ଛାତ୍ରଛାତ୍ରୀଙ୍କ ପାଇଁ ନବୀନଙ୍କ ଆଉ ଏକ ସଂକଳ୍ପ
. ମେଡିକାଲ ଓ ଇଞ୍ଜନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା
.ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ
ଗାନ୍ଧୀଙ୍କ ହୃଦୟରେ ଥିଲା ଓଡ଼ିଶା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ କହିଛନ୍ତି, ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଥିଲା। ମହାତ୍ମା ଆଠଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ମୁଁ ଖୁସି ଯେ ବିଧାନସଭା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀକୁ!-->…
ମିଥୁନଙ୍କୁ ଟିକେଟ ଦେଲାନି ବିଜେପି
କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାର କିଛି ଦିନ ପରେ ଗତକାଲି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଭୋଟର ଭାବେ ତାଙ୍କର ନାମ ପଞ୍ଜୀକରଣ କରିଥିଲେ। ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ!-->…
ଜର୍ମାନୀରେ ପୁଣି ବଢ଼ିଲା ଲକଡାଉନ୍
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦେଖି ଜର୍ମାନୀରେ ବଢ଼ିଲା ଲକଡାଉନ୍ । ନୂଆ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ଆହୁରି ୪ ସପ୍ତାହ ପାଇଁ ଲକଡାଉନକୁ ବଢ଼ାଇ ଦିଆଯାଇଛି । ଫଳରେ ଆଗାମୀ ଏପ୍ରିଲ୍ ୧୮ ତାରିଖ ଯାଏ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ଚାନସେଲର ଆଂଜେଲା!-->…
ଋଣ ଛାଡ଼ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ
ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ସୁପ୍ରିମକୋର୍ଟ ଲୋନ ମୋରାଟୋରିୟମ ( ଋଣକିସ୍ତି ଛାଡ଼ ମହଲତ) ମାମଲାକୁ ନେଇ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ସମସ୍ତ ପ୍ରକାରର ଋଣ ଛାଡ ନକରିବାକୁ କୋର୍ଟ ପ୍ରକାଶ କରିଛନ୍ତି। ଏହି ରାୟ ଆସିବା ପରେ ବ୍ୟାଙ୍କଗୁଡ଼ିକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।!-->…
