Odia News Portal

କଟକଣାମୁକ୍ତ ଅମ୍ଲଜାନ ପରିବହନ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଥିବା ଭାରତ ଏବେ ଅମ୍ଲଜାନ ଅଭାବ ସହ ଲଢ଼ୁଛି । ଦେଶରେ ବିଭିନ୍ନ ରାଜ୍ୟରେ ଅମ୍ଲଜାନର ଅଭାବ ଦେଖାଦେଉଥିବା ବେଳେ ଏହା ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଅମ୍ଲଜାନ ଅଭାବରୁ ଦେଶର ବିଭିନ୍ନ କୋଣରେ କରୋନା ଅ ।କ୍ରାନ୍ତଙ୍କ ମୃତ୍ୟୁ

ମହାରାଷ୍ଟ୍ର ଅଭିମୁଖେ ଅକ୍ସିଜେନ୍ ଏକ୍ସପ୍ରେସ୍

ଭୁବନେଶ୍ୱର : ଭାରତୀୟ ରେଳବାଇର ପ୍ରଥମ ଅକ୍ସିଜେନ୍ ଲୋଡ୍ ରୋଲ୍ ଅନ୍-ରୋଲ୍ ଅଫ୍ (ରୋରୋ) “ଅକ୍ସିଜେନ୍ ଏକ୍ସପ୍ରେସ୍” ଆଜି ସନ୍ଧ୍ୟାରେ ବିଶାଖାପାଟନମ୍ ର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ଼ରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଅଛି | ଏହା ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ

ପାଡିକଲଙ୍କ ଶତକ, ଆରସିବିର ଚତୁର୍ଥ ବିଜୟ

ମୁମ୍ବାଇ: ଆଇପିଏଲ୍‌ର ୧୪ଶ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ଯାତ୍ରା ଜାରି ରହିଛି। ଦେବଦତ୍ତ ପାଡିକଲଙ୍କ ଆଇପିଏଲରେ ପ୍ରଥମ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆରସିବି ରାଜସ୍ଥାନ ରୟାଲ୍ସକୁ ଏକ ତରଫା ମ୍ୟାଚ୍‌ରେ ପରାସ୍ତ କରିଛି। ଚାରି

ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା କୋଭିଡ କେୟାର ସେଣ୍ଟରର ଶୁଭାରମ୍ଭ

ପୁରୀ- ଜିଲ୍ଲାପାଳ ସମର୍ଥ ବର୍ମା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଥିବା କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଏଠାରେ ୮୦ଟି ଶଯ୍ୟାର ବ୍ୟବସ୍ଥା ଥିବାବେଳେ ୫୦ଟି ଅକ୍ସିଜେନ୍  ସିଲିଣ୍ତର, ୪ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି ।

କ୍ୟାପିଟାଲ ରିଙ୍ଗ ରୋଡକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜଧାନୀରେ ନିର୍ମାଣ ହେବାକୁ ଥିବା ରିଂ ରୋଡ ପ୍ରକଳ୍ପକୁ ମିଲିଛି ମଞ୍ଜୁରୀ । ୬ ଲେନ୍ ବିଶିଷ୍ଟ ଏହି ରିଂ ରୋଡ୍ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା-ଭୁବନେଶ୍ବର- ଆଠଗଡ଼-କଟକ-ଚୌଦ୍ବାରକୁ ଏହି ରିଂ ରୋଡ୍ ସଂଯୋଗ କରିବ । ୧୧୧.୨

ପଶ୍ଚିମବଙ୍ଗ ନଯାଇ ସମୀକ୍ଷା କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଅବସ୍ଥା ଦିନକୁ ଦିନ ବିଗିଡି ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ତାଙ୍କ ପ୍ରସ୍ତାବିତ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରିଛନ୍ତି । ଆସନ୍ତାକାଲି କୋଭିଡ -19 ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ

ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗର ନୂଆ ଭୂତାଣୁ

ଭୁବନେଶ୍ୱର: ଦେଶରେ ସଂକ୍ରମଣ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବା ସମୟରେ ଏବେ ଚିନ୍ତା ବଢ଼ାଇଛି ଟ୍ରିପଲ ମ୍ୟୁଟାଣ୍ଟ ବା ବଙ୍ଗ ଭୁତାଣୁ । ଅର୍ଥାତ ପୂର୍ବ ତିନୋଟି ଷ୍ଟ୍ରେନ୍ ମିଳିତ ହୋଇ ଏକ ନୂତନ ଷ୍ଟ୍ରେନ୍ ବା ଟ୍ରିପଲ ମ୍ୟୁଟେସନ ସୃଷ୍ଟି ହୋଇଛି । ଯାହା ଡବଲ ମ୍ୟୁଟାଣ୍ଟ ତୁଳନାରେ ବହୁ

5-ଟି ପ୍ରୟୋଗରେ ଆର୍ଥିକ କାର୍ଯ୍ୟଦକ୍ଷତା କ୍ଷମତା ବୃଦ୍ଧି ପାଇଛି

ଭୁବନେଶ୍ୱର: ଆର୍ଥିକ ପରିଚାଳନାରେ 5-ଟି ନୀତିର ପ୍ରୟୋଗର ଫଳାଫଳ ଭାବରେ, ରାଜ୍ୟ ଗତ ବର୍ଷ ତୁଳନାରେ ଏହାର ଆର୍ଥିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିଛି | ଅନଲାଇନ୍ ମୋଡ୍ ଏବଂ ‘ଇ-ରସିଦ’ ମାଧ୍ୟମରେ ‘ଟିକସ ଦେୟର ସହଜତା’ ମଧ୍ୟ ବହୁ ପରିମାଣରେ ସହାୟକ ହୋଇଛି ଯେତେବେଳେ ରାଜସ୍ୱ ପ୍ରସଙ୍ଗରେ