Odia News Portal

ଏନ୍‌କାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣା ସ୍ଥଳରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଲେଣ୍ଡମାଇନ, ପାଞ୍ଚଟି ଗ୍ରେନେଡ ଓ କିଛି ଜିଲୋଟିନ ଷ୍ଟିକ୍ ସହ ନକ୍ସଲ କିଟ ବେଗ୍ ପୋଷାକ ସହ…

ବାଲେଶ୍ୱର ଓ ଭଦ୍ରକରେ ଏସଆରସିଙ୍କ ବାତ୍ୟା ପ୍ରସ୍ତୁତି ସମୀକ୍ଷା

ବାଲେଶ୍ଵର: ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ୟସ୍ ।ତେବେ ଆଇଏମ୍ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ପାରାଦୀପରୁ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟସ୍ । ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି…

ପାରାଦୀପରୁ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ବାତ୍ୟା ୟସ୍ ‘

ଭୁବନେଶ୍ୱର:ଆସନ୍ତାକାଲି ବାତ୍ୟାର ରୂପ ନେବ ୟସ୍।ଆଇଏମ୍ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ପାରାଦୀପରୁ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟସ୍ । ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ଆଇଏମ୍ ଡି…

ସଂକ୍ରମଣ ହ୍ରାସ ପାଇଁ ଦିଲ୍ଲୀରେ ପୁଣି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଆଉ ସପ୍ତାହକ ପାଇଁ ‘ଲକ୍‌ଡାଉନ୍‌’ ବଢ଼ାଇ ଦିଆଯାଇଛି। ଯଦି ଦୈନିକ କୋଭିଡ୍‌ ସଂଖ୍ୟା ହ୍ରାସ ପାଏ, ‘ଅନ୍‌ଲକିଙ୍ଗ୍‌’ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି। ‘ପଜିଟିଭ୍‌’ ହାର ହ୍ରାସ କରିବା ପାଇଁ…

ବୁଲା ପ୍ରାଣୀଙ୍କ ପାଇଁ ଆଉ ୫୫ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ବୃଦ୍ଧିକୁ ନଜରରେ ରଖି ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର ।ତେବେ ଏହି ସମୟରେ ବୁଲା ଗାଈ ଗୋରୁ,  କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ…

ଫେରାର ରେସଲର୍ ସୁଶିଲ କୁମାରଙ୍କୁ ଗିରଫ କଲା ଦିଲ୍ଳୀ ପୋଲିସ୍

ନୂଆଦିଲ୍ଲୀ: ଅନେକ ଦିନର ଲୁଚକାଳି ଖେଳ ପରେ ଶେଷରେ ପୋଲିସ୍ ହାତରେ ଧରା ପଡ଼ିଲା ଫେରାର କୁସ୍ତି ଖେଳାଳୀ ସୁଶିଲ କୁମାର । କୁସ୍ତି ଖେଳାଳୀ ସାଗର ହତ୍ୟାକାଣ୍ଡରେ ଦୀର୍ଘଦିନ ଧରି ଫେରାର ଥିବା ଅଲମ୍ପିକି ବିଜେତା ସୁଶିଲ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଏହାସହ ସୁଶିଲଙ୍କ ସହଯୋଗୀ…

ଟାଟା ପକ୍ଷରୁ ଉତ୍କଳ ହସ୍ପିଟାଲକୁ ଭେଣ୍ଟିଲେଟର ସହାୟତା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ ହସପିଟାଲକୁ ଟାଟା ଗ୍ରୁପ ଏବଂ ଟାଟା କନସଲଟାନସି ସର୍ଭିସ (TCS) ପକ୍ଷରୁ ବିଭିନ୍ନ ମେଡିକାଲ ଉପକରଣ ସହାୟତା ପ୍ରଦାନ କରାଯାଉଛି । ସାମାଜିକ ଦାୟିତ୍ବ ସ୍ବରୂପ ଟାଟା ପକ୍ଷରୁ ଏହା ବିଭିନ୍ନ ସମୟରେ କରାଯାଉଥିବା ବେଳେ ଏହି ଅବସରରେ ଉତ୍କଳ…

କରୋନାରୁ ସୁସ୍ଥ ହେବା ପରେ ଦେଖାଦେଉଛି ଏହି ସବୁ ଗମ୍ଭୀର ସମସ୍ୟା….

ଭୁବନେଶ୍ୱର: କରୋନାର ଦ୍ୱିତୀୟ ତରଙ୍ଗରେ ସଂକ୍ରମଣ ଏବଂ ଦ୍ରୁତ ମୃତ୍ୟୁ ମାମଲା ଗମ୍ଭୀର ଚିନ୍ତାର କାରଣ ପାଲଟିଛି | ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଲୋକଙ୍କୁ ପ୍ରଭାବିତ କରୁଛି। କରୋନାରୁ ସୁସ୍ଥ ହେବା ପରେ ସଂକ୍ରମିତଙ୍କ ନିକଟରେ ଅନିଶ୍ଚିତତାର…

ଆଜି ଆଉ ୨୮ ସଂକ୍ରମିତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର: ରାଜ୍ୟ ଆଡ଼କୁ ଏବେ ବାତ୍ୟା ପ୍ରକୋପ ମାଡ଼ି ଆସୁଥିବା ସମୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୫୨ ଜଣ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ନେଇଛି କରୋନା। ଏହାକୁ…

ରେକର୍ଡ ସଂଖ୍ୟକ ସଂକ୍ରମିତ: ଦିନକରେ ୧୨୮୫୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୮୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୨୩୮୨ ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୬୫୭…