Sign in
Sign in
Recover your password.
A password will be e-mailed to you.
ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ‘ରାଧେ’ର ଟ୍ରେଲର
ମୁମ୍ବାଇ: ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ର ଦମଦାର ଟ୍ରେଲର । ଆସନ୍ତା ମେ’ ୧୩ ଇଦ୍ରେ ଫିଲ୍ମ ‘ରାଧେ’ ରିଲିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି ।ଫିଲ୍ମର ଟ୍ରେଲରେ ସଲମାନଙ୍କ ବ୍ୟତୀତ ଅଭିନେତ୍ରୀ ଦିଶା ପଟାନୀ, ଜ୍ୟାକି ଶ୍ରଫ୍ ଏବଂ ରଣଦୀପ ହୁଡା!-->…
ଲାଲବାହିନୀ ଟାର୍ଗେଟରେ କେନ୍ଦୁପତ୍ର ବ୍ୟବସାୟୀ
ମାଲକାନଗିରି :) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତ ମୁଖ୍ୟ ରାସ୍ତାର ପାର୍ଶ୍ଵରେ ଲାଗିଛି ଲାଲ୍ ରଙ୍ଗର ମାଓ ବ୍ୟାନର । ବ୍ୟାନର ରେ ଘୋରୋଇ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଟାରଗେଟ୍ କରି ଲାଗିଛନ୍ତି ବ୍ୟାନର। ପୂର୍ବରୁ ଠିକାଦାର ଓ ପୋଲିସ ବହୀନିଙ୍କୁ!-->…
ଦେଶ ସଂକଟରେ ନବୀନ ସାଜିବେ ସଙ୍କଟ ମୋଚକ
*ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
*ଦେଶରେ କରୋନା ସ୍ଥିତି ନେଇ ଫୋନ୍ ଯୋଗେ କଲେ ଆଲୋଚନା |
*ଅକ୍ସିଜେନ ଉତ୍ପାଦନ ଓ ଜରୁରୀକାଳୀନ ସ୍ଥିତିରେ ଅନ୍ୟ ରାଜ୍ୟକୁ ସହଯୋଗର ହାତ |
ଜଳାଭାବ ସମୟରେ ଭାଙ୍ଗିଗଲା କେନାଲ
.ଜଳମଗ୍ନ ହେଲା ବହୁ ଗ୍ରାମ
,.ଉଜୁଡିଗଲା ବହୁ ଚାଷୀଙ୍କ ଫସଲ
. କ୍ଷତିପୂରଣ ଦାବିକଲେ ଅଞ୍ଚଳବାସୀ
ଏସି ଚଲାଇ ସଂକ୍ରମଣକୁ ଡାକନ୍ତୁନି
ଭୁବନେଶ୍ୱର : ଥଣ୍ଡାରେ ବ୍ୟାପିବ ସଂକ୍ରମଣ । ଅଧିକ ସମୟ ଏସିରେ ରହୁଥିବା ବ୍ୟକ୍ତିମାନେ ସାବଧାନ । କିଛି ଏପରି କହିଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଦଶକ ବିଜୟ କୁମାର ପାଣିଗ୍ରାହୀ । ସେ କହିଛନ୍ତି ଯେ, ବେର ଏହି ଭୂତାଣୁ ପ୍ରତିହତ ପାଇଁ ବାୟୁ ଚଳପ୍ରଚଳ ଆବଶ୍ୟକ । ଗୋଟିଏ ରୁମରେ ଅଧିକ ଲୋକ!-->…
ମେ’୧୬ରେ ପିପିଲି ଭୋଟ୍, ୧୯ରେ ରେଜଲ୍ଟ
ଭୁବନେଶ୍ୱର: ପୁଣି ଆଉଥରେ ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ମେ’ ୧୬ରେ ହେବ ପିପିଲି ଉପ-ନିର୍ବାଚନ ।ସେହିଭଳି ମେ’ ୧୩ ତାରିଖ ସନ୍ଧ୍ୟାରୁ ହିଁ ପିପିଲି ପ୍ରଚାର ବନ୍ଦ ହେବ ବୋଲି ନିର୍ଵାଚନ କମିଶନଙ୍କ ନିର୍ଦ୍ଦେଶ | ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର!-->…
ସଟଡାଉନ ସମୟ ସ୍ପଷ୍ଟ କଲେ ଏସ୍ଆରସି
ଭୁବନେଶ୍ୱର : ଦିନକ ପରେ ରାଜ୍ୟର ସହରାଂଚଳରେ ଲାଗୁ ହେବ ସଟ୍ଡାଉନ୍ । ଆଜି ରାଜ୍ୟ ସରକାର ସଟଡାଉନ୍ ସମୟ ସ୍ପଷ୍ଟ କରିଛନ୍ତି । ଶନିବାର ସକାଳ ୫ଟାରୁ ଏହି ନିୟମ ଲାଗୁ କରାଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।
ଏହା ସ୍ପଷ୍ଟ ହୋଇଛି ଯେ ଶୁକ୍ରବାର ରାତିର!-->!-->!-->…
ପରୀକ୍ଷା ବାତିଲ ଦାବି ଆନ୍ଦୋଳନରେ +୨ ଛାତ୍ରଛାତ୍ରୀ
ଭୁବନେଶ୍ବର: ପରୀକ୍ଷା ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ଦେବେ ନା ନାହିଁ ଦ୍ୱନ୍ଦ୍ୱରେ ଅଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହେବା ପରେ ଏବେ +୨ ପରୀକ୍ଷା ଉପରେ ସମସ୍ତଙ୍କ ନଜର । ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଇବା ପରେ ବଡ ନିଷ୍ପତି ନେଇଥିଲେ!-->…
