Odia News Portal

ଆସନ୍ତା ୨୬ ପର୍ଯ୍ୟନ୍ତ ଦିଲ୍ଲୀରେ ତାଲାବନ୍ଦ

*ଦିଲ୍ଳୀରେ ଲାଗୁ ହେଲା ୬ ଦିନିଆ ଲକଡାଉନ୍ | *ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | *କରୋନା ସଂକ୍ରମଣ ଅସମ୍ଭାଳ ହେବାରୁ କଡ଼ା ପଦକ୍ଷେପ | *ଦିଲ୍ଲୀରେ ପ୍ରତି ୩ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ |

ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ତଥା ଲେଖକ ସୁମିତ୍ରା ଭବେଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ସେ ଆରପାରିକୁ ଚାଲିଯାଇଛନ୍ତି। ବିଶିଷ୍ଟ ମରାଠୀ ଚଳଚ୍ଚିତ୍ର ନିର୍ମାତାଙ୍କୁ 78 ବର୍ଷ ବୟସ ହୋଇଥିଲା । , ସୁମିତ୍ରା ଭେବ ଅନେକ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରର

କରୋନା ଆକ୍ରାନ୍ତ ହେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ପଜିଟିଭ୍ ଚିହ୍ନଟ |ଏ ନେଇ ପ୍ରଦୀପ୍ତ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ନିକଟରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର କରୋନା ଯୋଗୁଁ ମୃତ୍ୟୁ ପରେ ପରେ ଏବେ ନେତା ମନ୍ତ୍ରୀଙ୍କୁ