Odia News Portal

ସଟଡାଉନରେ ଏମାନଙ୍କ ଉପରେ ରହିବନି କଟକଣା

*ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ | *ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ | *ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନି | *ଯାତ୍ରା ରଙ୍ଗମଞ୍ଚ,ଅଙ୍ଗନବାଡ଼ି କେନ୍ଦ୍ର ଆଦିକୁ ମଧ୍ୟ ବନ୍ଦ |

ପହିଲାରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା

ନୂଆଦିଲ୍ଲୀ : କାରୋନାର ଦ୍ୱିତୀୟ ଲହରରେ ସାରା ଦେଶ ନୟାନ୍ତ ହୋଇପଡ଼ିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ଥିତି ଆହୁରି ସଂଗୀନ ସ୍ଥିତି ଚାଲିଗଲାଣି । ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୫ ବର୍ଷରୁ ଊଦ୍ଦ୍ୱର୍ ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି । ତେବେ ଦ୍ୱିତୀୟ ଲହରରେ ୪୫

ନାଇଟ କର୍ଫ୍ୟୁ ପରେ ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର: କରୋନା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଥିବା ସମୟରେ ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ ଜାରି କରିଛନ୍ତି ସରକାର । ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା

ସନ୍ଧ୍ୟା ୭ଟାରେ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ଆଜି ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବେ ଏସଆରସି ପ୍ରଦୀପ ଜେନା । କରୋନା ପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଥିବା ସମୟରେ ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ସରକାର । ତେବେ ଆଜି

ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଭାରତ ଗସ୍ତ ବାତିଲ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏପ୍ରିଲ ୨୫ରେ ସେ ଭାରତ ଆସିବାର ଯୋଜନା ରହିଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ଏବେ ଭାରତ ଗସ୍ତ ବାତିଲ କରିଛନ୍ତି ବୋରିସ ଜନସନ ।

ସ୍ୱର୍ଗଦ୍ଵାର ରୂପାନ୍ତରଣ 5T କାର୍ଯ୍ୟକ୍ରମର ଯୁଗାନ୍ତକାରୀ ଆଦର୍ଶ

ପୁରୀ: ଓଡ଼ିଶା ଏବଂ ଦେଶର ହିନ୍ଦୁମାନଙ୍କର ବହୁ ସମ୍ମାନିତ ସ୍ଥାନ ହେଉଛି ସ୍ୱର୍ଗଦ୍ୱାର| ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଏକ ଆଧୁନିକ ଶ୍ମଶାନ ଭାବେ ରୂପାନ୍ତର ପଥରେ ଆଗେଇ ଚାଲିଛି ଏହାର କାର୍ଯ୍ୟ । ' ସ୍ୱର୍ଗ ଦ୍ୱାର ଶବ୍ଦର ଅର୍ଥ ହେଉଛି ସ୍ୱର୍ଗ ପାଇଁ ଦ୍ୱାର' ଗତ ଏକ ବର୍ଷ ଧରି ଓଡିଶା

ପିପିଲି ଉପନିର୍ବାଚନ ପାଇଁ ରାଲି କରିବନି ବିଜେଡି

ଭୁବନେଶ୍ୱର: ରାଜ୍ୟରେ କରୋନାର ସଂକ୍ରମଣ ବଢିବାରେ ଲାଗିଛି। ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ତେବେ ଏହାକୁ ନଜରରେ ରଖି ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି ଓ କ୍ୟାମ୍ପେନ । ଏନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ

ଦିଲ୍ଲୀରେ ମଦ କିଣିବାକୁ ଲମ୍ବା ଲାଇନ୍

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ୨୫ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା ପରେ ସହରରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଜାତୀୟ ରାଜଧାନୀର ଲୋକମାନେ ମଦ କିଣିବା ପାଇଁ ଧାଡିରେ ଠିଅ । ହୋଇଥିବା ଦେଖିବାକୁ ମିଳୁଛି । ଦୃଶ୍ୟଗୁଡ଼ିକ ଗୋଲେ ବଜାର

କୁକୁଡାଖଣ୍ଡିରେ ବିସ୍ଫୋରଣ ୨ମୃତ, ୩ ଗୁରୁତର

ଗଞ୍ଜାମ: କ୍ରସର ପାଇଁ ଘରେ ଥିବା ବିସ୍ଫୋଟକ ଗ୍ୟାସ୍ ଫାଟିବା ପରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାନୁଯାୟୀ, ବ୍ରହ୍ମପୁର ଉପଖଣ୍ଡ ସଦର ଥାନା କୁକୁଡ଼ାଖଣ୍ଡି ଏବି