Latest ପ୍ରଥମ ରୋଗୀକୁ ବର୍ଷେ, ମନେ ପଡୁଛି ନବୀନଙ୍କ ରଣନୀତି swadhikarnews Mar 15, 2021 0 ୧୫ ମାର୍ଚ୍ଚ ୨୦୨୦ରେ ଇଟାଲୀରୁ ଫେରିଥିଲେ ପ୍ରଥମ କରୋନା ରୋଗୀ
Latest ରାଜ୍ୟ ସରକାରଙ୍କୁ ଭେଟିବ କେନ୍ଦ୍ରୀୟ ଟିମ୍ swadhikarnews Mar 15, 2021 0 ଭୁବନେଶ୍ବର: ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପରେ ଆଜି ରାଜ୍ୟ ସରକାରଙ୍କୁ ଭେଟିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ଜଙ୍ଗଲ ନିଆଁ ଘଟଣାର ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍। ଜଙ୍ଗଲରେ ନିଆଁ କେଉଁଠି ଲାଗିଛି, କ୍ଷୟକ୍ଷତିର ପରିମାଣ କେତେ, ନିଆଁ କେମିତି ଲାଗୁଛି ଏବଂ ଏହାର!-->…
Latest କ୍ଷମା ମାଗନ୍ତୁ ସୁବାସ : ବାଚସ୍ପତି swadhikarnews Mar 14, 2021 0 ଭୁବନେଶ୍ୱର: ବାଚସ୍ପତିଙ୍କ ଚରମ ବାଣୀ । ‘ଭୁଲ କରିଛନ୍ତି ସୁବାସ’ । ‘କ୍ଷମା ମାଗନ୍ତୁ ସୁବାସ’ । ସରକାରୀ ଦଳ ପରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମକୁ ବେଆଇନ ଦର୍ଶାଇ ଓ ଗୃହ!-->…
Latest କୋହଲି, କିଶାନଙ୍କ ପ୍ରହାରରେ ଇଂଲଣ୍ଡ ଘାଇଲା swadhikarnews Mar 14, 2021 0 ଅହମ୍ମଦାବାଦ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ବିରାଟ ବାହିନୀ ଏହି ମ୍ୟାଚରେ ଦମଦାର ବ୍ୟାଟିଂ କରି ଦୃଢ ପ୍ରତ୍ୟାବର୍ତ୍ତନ କରିଛି । ନବାଗତ ଇଷାନ୍ କିଶନ ଓ ଅଧିନାୟକ!-->…
Latest ମମତା ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ swadhikarnews Mar 14, 2021 0 କୋଲକାତା ୧୪/୦୩ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର ବେଳେ ଆହତ ହେବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ଦିଦି ଆହତ ହେବା ପରେ ପଶ୍ଚିମବଙ୍ଗରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଟିଏମ୍ସି ନେତାମାନେ!-->…
Latest ଆତ୍ମନିର୍ଭରଶୀଳ ହେବେ କୁଷ୍ଠ ରୋଗୀଙ୍କ ପିଲା swadhikarnews Mar 14, 2021 0 ଭୁବନେଶ୍ୱର: କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ ପାଇଁ ରାଜ୍ୟ ସରକାରଙ୍କ ନିଆରା ପ୍ରୟାସ । ସମ୍ମାନ ସହ ସମାଜରେ ବଞ୍ଚିବା ପାଇଁ ଆରମ୍ଭ କଲେ ନୂଆ ଯୋଜନା । ଆତ୍ମନିର୍ଭରଶୀଳ କରାଇବା ସହ ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍ର ବ୍ୟବସ୍ଥା କଲେ ରାଜ୍ୟ ସରକାର ।!-->…
Latest ହାଇଦ୍ରାବାଦ ଲ୍ୟାବକୁ ଗଲା ନଖ, ଚୁଟି swadhikarnews Mar 14, 2021 0 ଭୁବନେଶ୍ୱର : ଯାଆଁଳା ଫାଣ୍ଡି ପରିସରରେ ଥିବା କାର୍ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ତନାଘନା ଜୋର ଧରିଛି । ମହିଳା ଥାନା ଅଧିକାରୀ ଏହାର ତଦନ୍ତ କରିବେ। ଏମ୍ସ ପୋଷ୍ଟମର୍ଟମ ରିପୋର୍ଟରେ ମହିଳା ଯକ୍ଷ୍ମା ରୋଗର ପୀଡିତ ଥିଲେ ବୋଲି ପୋଲିସ କମିଶନର କହିଛନ୍ତି । କାରରୁ!-->…
FEATURED ହୁଇଲଚେୟାରରେ ମମତାଙ୍କ ପ୍ରଚାର swadhikarnews Mar 14, 2021 0 କୋଲକାତା: ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ହୁଇଲଚେୟାରରେ ବସି ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଥା ଦେଇଥିଲେ ଯେ, କେହି ତାଙ୍କୁ ନିର୍ବାଚନ ପ୍ରଚାର କରିବାରୁ ରୋକିପାରିବେ!-->…
Latest ଜଳୁଛି ଗଡଖୋର୍ଦ୍ଧା ଜଙ୍ଗଲ swadhikarnews Mar 14, 2021 0 ଖୋର୍ଦ୍ଧା: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ସରଗରମ ରହିଥିବା ସମୟରେ ସହରୀ ଜଙ୍ଗଲରେ ଲାଗିଛି ନିଆଁ । ଏପଟେ ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ଗଡଖୋର୍ଦ୍ଧା ନିକଟ ଜଙ୍ଗଲ ଜଳୁଛି । Barunei Temple!-->!-->!-->…
Latest ଆଉ ୭୧ କରୋନା ପଜିଟିଭ୍ ଚିହ୍ନଟ swadhikarnews Mar 14, 2021 0 ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୧୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା!-->…