Odia News Portal

ଶ୍ରୀମନ୍ଦିରକୁ ଘାରିଲା ସଂକ୍ରମଣ ଭୟ,୨୩ ପଜିଟିଭ୍ ଚିହ୍ନଟ

* ଜୋତା ଷ୍ଟାଣ୍ଡର ୮ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି| *ଏହା ବ୍ୟତୀତ ଜଗନ୍ନାଥ ଟେମ୍ପଲ ପୋଲିସ ଓ ଜଣେ ମାଳି ମଧ୍ୟ ପଜିଟିଭ ହୋଇଛନ୍ତି | *ରେଳଷ୍ଟେସନରେ ଆଣ୍ଟିଜେନ୍ ଟେଷ୍ଟ ବେଳେ ଜଣେ ବାଳିକା ପଜିଟିଭ ଚିହ୍ନଟ | *ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ହେଲା…

ଦେଶରେ ୧.୬୧ ଲକ୍ଷ ସଂକ୍ରମିତ, ୮୭୯ ମୃତ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୮୭୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୧ ଲକ୍ଷ

ରେଳ ସଦନରେ ଖୋଲିଲା ଟୀକାକରଣ କେନ୍ଦ୍ର

ଭୁୁବନେଶ୍ୱର : ଟୀକା ଉତ୍ସବ ନିମନ୍ତେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନରେ ପ୍ରଥମ କାର୍ଯ୍ୟାଳୟ କୋଭିଡ ଟୀକା କେନ୍ଦ୍ର ଖୋଲାଯାଇଛି ।  ପ୍ରଥମ ଦିବସ ଅର୍ଥାତ ୧୧ ଏପ୍ରିଲରେ ପୂର୍ବ ତଟ ରେଳପଥର ୮୩ ଜଣ କର୍ମଚାରୀଙ୍କୁ  ଟୀକାକରଣ କରାଯାଇଛି

ଓୟୋକୁ ପେଡ୍ କ୍ୱାରେଣ୍ଟାଇନ ଘୋଷଣା କଲା ବିଏମସି

ଭୁୁବନେଶ୍ୱର : ଏଣିକି ଭୁବନେଶ୍ୱରରେ ଥିବା ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ । ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଂଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଂଟାଇନ୍ ସେଂଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିଏମସି

ଖଣି ଚୋରି ରୋକିବାକୁ ନୂଆ ନିୟମ

ଭୁୁବନେଶ୍ୱର : ଖଣି କାରବାରକୁ ଅଧିକ ସ୍ୱଚ୍ଛ , ସୁବ୍ୟବସ୍ଥିତ କରିବା ସହିତ ଖଣି ରାଜସ୍ୱ ଆଦାୟ , ଚୋରା ଖଣି କାରବାରକୁ ରୋକିବା ଓ ସରକାରୀ ଅର୍ଥର ବାଟମାରଣାକୁ ପ୍ରତିହତ କରିବାକୁ ‘ଓଡିଶା ଖଣିଜ ପଦାର୍ଥ ଚୋରି, ବେଆଇନ୍ କାରବାର ନିରାକରଣ ସଂଶୋଧନ ଅଧିନିୟମ -୨୦୨୧’କୁ ରାଜ୍ୟ କ୍ୟାବିନେଟ୍

ଅନ୍ୱେଶା ଯୋଜନା ଆଉ ୫ ବର୍ଷ ବଢିଲା

ଭୁୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୨୦୧୫-୧୬ ବର୍ଷରେ ଆରମ୍ଭ ହୋଇଥିବା “ଅନ୍ୱେଶା” ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରବର୍ତୀ ୫ ବର୍ଷ ନିମନ୍ତେ ଏହାକୁ କାର୍ଯ୍ୟକାରୀ ହେବ । ଏହି ନିଷ୍ପତିକୁ

ପାଲି ପଲଟାଇ ଜିତିଲା ପଞ୍ଜାବ

ମୁମ୍ବାଇ : ରାଜସ୍ଥାନ ରୟାଲ୍ସ ହାତରେ ଥିଲା ମ୍ୟାଚ । ହେଲେ ପାଲି ପଲଟାଇ ୪ ରନ୍‌ରେ ଜିତିଲା ପଞ୍ଜାବା କିଙ୍ଗସ୍‌। ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ଶତକୀୟ ପାଳି ଗଲା ବେକାର । ୨୦ ଓଭର ଶେଷ ବେଳକୁ ୨୧୭ ରନ୍‌ କରିବାରେ ସକ୍ଷମ ହେଲା ରାଜସ୍ଥାନ ରୟାଲ୍ସ। ଶେଷ ବଲ୍‌ରେ ଆଶା ଥିଲେ ସଞ୍ଜୁ।