Odia News Portal

ରାଜଧାନୀରେ ହେବ ସ୍ୱତନ୍ତ୍ର କ୍ୟାନ୍‌ସର ହସ୍ପିଟାଲ

*କ୍ୟାବିନେଟ୍‌ର ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର | *୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ କ୍ୟାନ୍‌ସର ହସ୍ପିଟାଲ | *ଭୁବନେଶ୍ୱରରେ ପାଲିଏଟିଭ୍ କେୟାର ହସ୍ପିଟାଲ ନିର୍ମାଣ ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି | *ଉଭୟ ହସ୍ପିଟାଲ ନିର୍ମାଣ ପାଇଁ ବାଗଚି ଦମ୍ପତି ପ୍ରଦାନ କରିବେ ମୋଟ ୩୪୦…

ଅଜିତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ । |କରୋନାରେ ପୀଡ଼ିତ ଅଜିତ ଆପୋଲୋ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି| ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଜିତ ମଙ୍ଗରାଜଙ୍କ ଭାଇଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ

ରାୟଗଡା ଜିଲ୍ଲାର ସମସ୍ତ ସୀମା ସିଲ

ରାୟଗଡା : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାର ସମସ୍ତ ସୀମା ସୀଲ କଲା ଜିଲ୍ଲା ପ୍ରଶାସନ । ରାୟଗଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ତତ୍ପର ହୋଇଛି

ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍ ଖାଁର ଆତ୍ମସମର୍ପଣ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସେ କଟକ ବଡମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନୀ ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ

ନାସା ଛାଡିଲା ମଙ୍ଗଳର ଅତି ଚମତ୍କାର ଫଟୋ

ନୂଆଦିଲ୍ଲୀ: ମଙ୍ଗଳ ପୃଷ୍ଠର ଏକ ଚମତ୍କାର ଫଟୋ ଚିତ୍ର ଛାଡିଛି ନାସା ‌। ‘ନାସା’ ସେୟାର୍‌ କରିଥିବା ‘ଲୋହିତ ଗ୍ରହରେ ନୀଳ ବାଲୁକା ସ୍ତୂପମାଳା’ ଥିବା ଏହି ଫଟୋ ସବୁ ଡିସେମ୍ବର ୨୦୦୨ରୁ ନଭେମ୍ବର ୨୦୦୪ ମଧ୍ୟରେ ଉତ୍ତୋଳନ କରାଯାଇଛି। ‘ମାର୍ସ ଓଡିସି ଅର୍ବିଟର୍‌’ ‘ଥର୍ମାଲ୍‌ ଏମିସନ୍‌

କରୋନା କହର: ରେଡ୍ ମାର୍କରେ ଖୋଲିଲା ଷ୍ଟକ୍ ମାର୍କେଟ୍

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢୁଥିବା କରୋନା ଜୀବାଣୁ ନିବେଶକଙ୍କୁ ଚିନ୍ତାରେ ପକାଇଛି। ଆଜି, ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ଅର୍ଥାତ୍ ସୋମବାର, ଷ୍ଟକ୍ ମାର୍କେଟ୍ ରେଡ୍ ମାର୍କରେ ଖୋଲିଲା | ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଫ୍ଲାଗସିପ୍ ଇଣ୍ଡେକ୍ସ ସେନ୍ସେକ୍ସ ୪୮,୭୭୮.୨୫ କମ୍ରେ ଖୋଲିଛି,

କରୋନାସ୍ଥିତି ସାଙ୍ଘାତିକ: ୨୪ ଘଣ୍ଟା ମଧ୍ୟରେ ୧୭୪୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୪୧ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୧୩୦୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୨୬ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୧୦୧୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି

ଆଉ କିଛି ସମୟ ପରେ କ୍ୟାବିନେଟ

ଭୁବନେଶ୍ବର : ଆଉ କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟ । ଆଜି ଦିନରେ ୧୨ଟାରେ ଏହି କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ । ପ୍ରାୟ ୧୧ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହେବାର