Latest ନିଆଁକୁ ଆୟତ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟାସ୍କ ଫୋର୍ସ swadhikarnews Mar 8, 2021 0 ଟାସ୍କ ଫୋର୍ସର ଅଧ୍ୟକ୍ଷ ରହିବେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ
Latest ମାଆ ମାନଙ୍କ ପାଇଁ ଆଶାର ବୃକ୍ଷ ମିଶନ ଶକ୍ତି swadhikarnews Mar 8, 2021 0 ପ୍ରତିଟି ମା’ଙ୍କ ମଧ୍ୟରେ ରହିଛି ନେତୃତ୍ୱ ନେବାର ସାହସ ଓ ଦକ୍ଷତା
Latest ଏସସିବିରେ ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍ swadhikarnews Mar 8, 2021 0 କଟକ: ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍ | କଟକ ଏସସିବିରେ ମହିଳା ରୋଗୀଙ୍କ ଉପରେ ଛିଡି ପଡ଼ିଲା ଫ୍ୟାନ୍ | ତେବେ ଏଥିରେ ମହିଳା ରୋଗୀ ଜଣକ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି | ସର୍ଜରୀ ବିଭାଗରେ ଫ୍ୟାନଟି ଘୁରୁଥିବା ଅବସ୍ଥାରେ ଖସି ପଡ଼ିଥିଲା |ତେବେ ୪ଦିନ ତଳେ ଏସସିବିରେ ଭର୍ତ୍ତି ହୋଇଥିଲେ!-->…
Latest ତୈଳଦର ବୃଦ୍ଧି ନେଇ ରାଜ୍ୟସଭାରେ ହଙ୍ଗାମା swadhikarnews Mar 8, 2021 0 ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିରୋଧୀଙ୍କ ନାରାବାଜି
Latest ଏକ ତରଫା ପ୍ରେମକୁ ନେଇ ମା’କୁ ହତ୍ୟା swadhikarnews Mar 8, 2021 0 ପ୍ରେମିକାକୁ ମାରିବାକୁ ଆସିଥିଲା ପ୍ରେମିକ, ହେଲେ ଚାଲିଗଲା ମା'ର ଜୀବନ
Latest ୨ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି swadhikarnews Mar 8, 2021 0 ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଆସିବେ ରାଷ୍ଟ୍ରପତି । ସୂଚନା ଅନୁଯାୟୀ, ଆସନ୍ତା ୨୧ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଦୁଇ!-->!-->!-->!-->!-->…
ଲାଇଭ୍ ଟିଭି ବିଶ୍ୱ ମହିଳା ଦିବସରେ, ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ swadhikarnews Mar 8, 2021 0
Latest ସିନ୍ଧୁ ରୌପ୍ୟରେ ସନ୍ତୁଷ୍ଟ swadhikarnews Mar 8, 2021 0 ନୂଆଦିଲ୍ଲୀ : ସ୍ୱିସ୍ ବ୍ୟାଡମିଣ୍ଟନ୍ ଓପନର ଫାଇନାଲରେ ଭାରତର ଶ୍ରେଷ୍ଠ ମହିଳା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ହାରିଯାଇଛନ୍ତି। ମ୍ୟାଚରେ ସିନ୍ଧୁ ସ୍ପେନର ତାରକା ବ୍ୟାଡମିଣ୍ଟନ ଖେଳାଳି କାରୋଲିନା ମାରିନଙ୍କଠାରୁ ୨୧-୧୨, ୨୧-୫ ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହିତ ସିନ୍ଧୁଙ୍କୁ!-->…