Odia News Portal

ରାଜ୍ୟରେ କରୋନାସ୍ଥିତି: ୨୪ ଘଣ୍ଟାରେ ୮୯୧୪ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୯୧୪ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୭୧୫୩୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୮୩୩ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୫୦୮୧ ଜଣ…

କରୋନା କାଳରେ ସାହାଯ୍ୟର ହାତ ବଢ଼ାଇଲେ ଫରହାନ

ମୁମ୍ବାଇ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ୁଥିବା ଦେଖି ସମସ୍ତେ ଚିନ୍ତିତ ଅଛନ୍ତି। ଏହି କାରଣରୁ, ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି, କେତେ ଲୋକଙ୍କ ପରିବାର ଭାଙ୍ଗି ଯାଇଛି। ଲୋକମାନେ ଡାକ୍ତରଖାନାରେ ଶଯ୍ୟା ଏବଂ ଅମ୍ଳଜାନ ପାଉନାହାଁନ୍ତି | ଏଭଳି ପରିସ୍ଥିତିରେ ଅନେକ…

ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ଠାରୁ ହାରିଲେ ମମତା

କୋଲକାତା: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନ ଉପରେ ସମସ୍ତେ ନଜରଥିବା ସମୟରେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ମାତ ଦେଇ ୧୬୨୨ ଭୋଟରେ ହାତେଇ ନେଇଛନ୍ତି | ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ ବିଜୟ ହୋଇଛନ୍ତି । ନିଜର ବିରୋଧୀ ତଥା ଟିଏମସି ନେତ୍ରୀ…

ଲକଡାଉନରୁ ବାଦ୍ ପଡ଼ିଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଘୋଷଣା ହୋଇଛି । ଚଳିତ ମେ ମାସ ୫ତାରିଖ ବୁଧବାର ସକାଳ ଠାରୁ ୧୯ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଘରଠାରୁ ୫୦୦ମିଟର ଦୂରତା ମଧ୍ୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ…

ରମଜାନ ଉପଲକ୍ଷେ ଉମ୍ମିଦ୍ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ

କେନ୍ଦ୍ରାପଡ଼ା: ପବିତ୍ର ରମଜାନ ମାସ ଉପଲକ୍ଷେ କେନ୍ଦ୍ରାପଡ଼ା ସହରରେ ଉମ୍ମିଦ୍ ଏନଜିଓ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ପାଇଁ ସଂଘର ସଦସ୍ୟ ମାନଙ୍କ ନିଜ ପାଣ୍ଠି ରୁ ଆୟୋଜନ କରି ବଣ୍ଟନ କରୁଛନ୍ତି | ରାସନ କିଟ କର୍ମକର୍ତ୍ତା ମାନଙ୍କ ତରଫରୁ କେନ୍ଦ୍ରାପଡ଼ା ମୁନିସିପାଲିଟି ର ୱାର୍ଡ…

ଆରଏସପିରୁ ଗଲାଣି ୩୮୪.୮୬ ଟନ ଅକ୍ସିଜେନ

ରାଉରକେଲା: ଦେଶକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଓଡ଼ିଶା। ଓଡ଼ିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବିଭିନ୍ନ ରାଜ୍ୟକୁ ପଠାଯାଉଛି ତରଳ ମେଡିକାଲ ଅମ୍ଲଜାନ। ଏପର୍ଯ୍ୟନ୍ତ ଓଡ଼ିଶା ସମେତ ୭ଟି ରାଜ୍ୟକୁ ତରଳ ମେଡିକାଲ ଅମ୍ଲଜାନ ପଠାଇସାରିଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ। ଗତକାଲି ରାଉରକେଲା…

କେରଳରେ ପୁଣି ବିଜୟନ ସରକାର

ଥିରୁୱନନ୍ତପୁରମ : କେରଳରେ ପୁଣି ବିଜୟନ ସରକାର । କେରଳରେ କ୍ଷମତାସୀନ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିରୋଧକୁ ପିନରାୟି ବିଜୟନ ମୁକାବିଲା କରିଛନ୍ତି । କେରଳରେ ଭୋଟ ଗଣତି ଚାଲିଛି । ଶେଷ ଖବର ସୁଦ୍ଧା ବିଜୟନଙ୍କ ଏଲଡିଏଫ 89 ସିଟ୍ ଜିଣି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ…