Odia News Portal

ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ

ଯାଜପୁର: ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରବିବାର ସକାଳୁ ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଚାଲିଥିବା ଉନ୍ନୟନ କାମ ତଦାରଖ କରିଥିଲେ । ଆସନ୍ତା ୬-୭ ମାସ ମଧ୍ୟରେ ମନ୍ଦିରର ଉନ୍ନୟନ କାମ ଶେଷ ହେବ ବୋଲି କହିଛନ୍ତି ସଚିବ

ମୋଦିଙ୍କ ସମାବେଶ, ଦିଦିଙ୍କ ପଦଯାତ୍ରା

କୋଲକାତା/ସିଲିଗୁଡି : ପଶ୍ଚିମବଙ୍ଗରେ ନିର୍ବାଚନ ପାଇଁ ଆଜିଠୁ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଗେଡ କାଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ବିଶାଳ ଜନ ସମାବେଶ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଗାମୀ ନିର୍ବାଚନରେ

ବିଜେପିରେ ସାମିଲ ହେଲେ ମିଥୁନ୍ ଚକ୍ରବର୍ତ୍ତୀ

କୋଲକାତା: କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପୂର୍ବରୁ ମିଥୁନ୍ ପଦ୍ମ ଧରିଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମିଥୁନ ଭେଟିବା ପରେ ଯେଉଁ ଆକଳନ କରାଯାଉଥିଲା ତାହା ବାସ୍ତବରେ ପରିଣତ ହୋଇଛି । ରାଜ୍ୟ ବିଜେପି ନେତାମାନେ ଏନେଇ ବାରମ୍ବାର

ପ୍ରଥମେ ଆକ୍ରମଣ କରିଥିଲା ଟୁକୁନା: ଡିସିପି

ଭୁବନେଶ୍ୱର: ସିଆରପି ଛକ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ୫ ଜଣଙ୍କୁ ନୟାପଲ୍ଲୀ ପୋଲିସ୍ ଗିରଫ କରିଛି । ସେହିଭଳି ପିସିଆର ଭ୍ୟାନ ଭଙ୍ଗାରୁଜା ଓ ହତ୍ୟାକାରୀକୁ ମାଡ ମାରିଥିବା ଘଟଣାରେ ମୋଟ ୧୨ରୁ ୧୫ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ଆଇନକୁ ହାତକୁ

ରାଜନୀତିର ରଣଭୂମି ନନ୍ଦୀଗ୍ରାମ

କୋଲକାତା: ଆଜି ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରକାଶ କରିଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ୫୭ ଜଣଙ୍କର ନାମ ସ୍ଥାନ ପାଇଛି। ତେବେ ଏ ମଧ୍ୟରେ ବହୁଚର୍ଚ୍ଚିତ ତଥା ସମ୍ମାନଜନକ ନନ୍ଦୀଗ୍ରାମ ବିଧାନସଭା ଆସନ ରହିଛି। ଏଠାରୁ ତୃଣମୂଳ

ତତଲା କଡେଇରେ ଭୁବନେଶ୍ୱର

ଭୁବନେଶ୍ୱର : ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି ଭୁବନେଶ୍ୱର । ଆଜି ୪୦.୪ ଡିଗ୍ରୀ ସହ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ନିୟୁମରିକାଲ୍ ମଡେଲ୍ ମଧ୍ୟ ଏହା ଆକଳନ କରିଥିଲା । ମାର୍ଚ୍ଚରୁ ମେ ମାସ ଯାଏ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା