ସ୍ବାମୀର ନାରକୀୟ କାଣ୍ଡ ;ସ୍ତ୍ରୀକୁ ମାରି ଖଟ ବକ୍ସରେ ଲୁଚାଇ ଫେରାର
ନବରଙ୍ଗପୁରରେ ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ହତ୍ୟା ପରେ ଖଟରେ ଥିବା ବକ୍ସରେ ଲୁଚାଇ ଫେରାର ହୋଇଗଲା ଅଭିଯୁକ୍ତ ଦୁଷ୍ମନ୍ତ ନାୟକ । ଚନ୍ଦାହାଣ୍ଡି ଥାନା ହଳଦି ଗାଁର ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରାୟ ୨-୩ ଦିନ ତଳେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘରୁ!-->…
