Odia News Portal

ବାଲୁକାକଳା ମାଧ୍ୟମରେ କୋଭିଡ ସଚେତନତା

ପୁରୀ: ଦେଶରେ କୋଭିଡ ସଂକ୍ରମଣ ଏବେ ଧୃତ ଗତିରେ ବ୍ୟାପୁଥିବା ବେଳେ ସମସ୍ତ ଜନ ସାଧାରଣ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନିବା ଉଚିତ। ଏଥି ସହିତ ସଟ ଡାଉନ ଓ ଲକ ଡାଉନ ନିୟମ କୁ ମଧ୍ୟ ପ୍ରତେକ ବ୍ୟକ୍ତି ମାନିବା ଉଚିତ। ଏଥି ସହିତ ୬ ଫୁଟ ଦୂରତା , ମାସ୍କ ପିନ୍ଧିବା ଏବଂ କୋଭିଡ ଟୀକା ନିଶ୍ଚିତ…

ଶେଷହେଲା ଶ୍ରୀକ୍ଷେତ୍ର ସାହିଯାତ୍ରା

ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ୍ରା ଶେଷ ହୋଇଛି | ଶ୍ରୀରାମ ଜନ୍ମ ନୀତି ଠାରୁ ସାହିଯାତ ଆରମ୍ଭ ହୋଇଥିଲା | ଗତକାଲି ରାବଣ ବଧ ନୀତିରେ ଶେଷ ହୋଇଛି | ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ବାଲିସାହି ରାବଣ ବାହାରି ସାହି ପରିକ୍ରମା କରି ଜମ୍ବେଶ୍ୱର ମନ୍ଦିରରେ…

ରାଜ୍ୟରେ ଆଉ ୧୧ ଆକ୍ରାନ୍ତ ପ୍ରାଣ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣ ଆକ୍ରାନ୍ତ ପ୍ରାଣ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାହୁଲ, ବ୍ରାର ଦେଲେ ପଞ୍ଜାବକୁ ବିଜୟ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୬ତମ ମ୍ୟାଚରେ ପଂଜାବ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ପଂଜାବ ଦ୍ବାରା ଧାର୍ୟ଼୍ୟ ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯ଼ାଇ ବାଙ୍ଗାଲୋର ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ…

5 ଟି ସଚିବଙ୍କ ‘ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍’ କାର୍ଯ୍ୟକ୍ରମରେ କେନ୍ଦୁଝର

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପରିବର୍ତ୍ତନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୋଣକୁ ଆଖି ଆଗରେ ରଖି (5 ଟି) ସଚିବ ଭି.କେ ପାଣ୍ଡିଆନ୍ କେନ୍ଦୁଝର ଜିଲ୍ଲାରେ ‘ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ, ଜିଲ୍ଲାର ୧୩ଟି…

ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ

ଭୁବନେଶ୍ୱର : ଅମାନିଆମାନେ ମାନୁନାହାଁନ୍ତି କଟକଣା । ଦୋକାନରେ ଲଗାଉଛନ୍ତି ଲମ୍ବାଲାଇନ୍ । ଫଳରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ ରଖାଯାଉଛି । ତେବେ ଆଜି ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ବଡ ନିଷ୍ପତି ନିଆଯାଇଛି । ଦିନ…