Odia News Portal

ସୋଆ ପ୍ରଫେସରଙ୍କୁ ଶ୍ରେଷ୍ଠ ପ୍ରଧ୍ୟାପକ ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋ ଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଶ୍ରେଷ୍ଠ ପ୍ରଧ୍ୟାପକ ଭାବେ ଚଳିତ ବର୍ଷର ଏସିଆନ ଏଜୁକେସନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ଦୀର୍ଘ ଦିନ ଧରି ଶିକ୍ଷା…

କେବଳ ଗୁରୁତର ରୋଗୀଙ୍କୁ ହିଁ ଯାଆନ୍ତୁ ହସ୍ପିଟାଲ

ଭୁବନେଶ୍ୱର : ଦେଶ ଓ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରୁ ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । କେବଳ ଗୁରୁତର ରୋଗୀଙ୍କୁ ହିଁ ହସ୍ପିଟାଲ ଆସନ୍ତୁ | କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ଛାନିଆ ନହୋଇ ନିଜକୁ…

ଦିନ ୨ଟା ପରେ କଟକରେ ଦୋକାନ ବନ୍ଦ

ଭୁବନେଶ୍ୱର: ଦିନ ୨ଟା ପରେ କଟକ ସହରରେ ସମ୍ପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିବ | କରୋନା ସ୍ଥିତି ନେଇ ସିଏମସି କମିଶନର ପ୍ରେସମିଟ୍ ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍ । ସଂକ୍ରମଣ ବଢୁଛି…

ଲାଇନ କଟିଯିବାରୁ ଉଡ଼ିଗଲା ୮ ରୋଗୀଙ୍କ ପ୍ରାଣବାୟୁ

ରାଜସ୍ଥାନ : ରାଜସ୍ଥାନ ବାଡମେରରେ ଏକ ଘଟଣା ସ୍ୱାସ୍ଥ୍ୟସେବାର କରୁଣ ଚିତ୍ରକୁ ପଦାରେ ପକାଇଦେଇଛି । ଏଠାରେ କିଛି ସମୟ ପାଇଁ ଲାଇନ କଟିଯିବାରୁ ବନ୍ଦ ହୋଇଯାଇଥିଲା ଅକ୍ସିଜେନ୍ ପ୍ଲାଣ୍ଟ । ଫଳରେ ୮ ରୋଗୀଙ୍କ ପ୍ରାଣବାୟୁ ଉଡିଯାଇଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କ…

ଡମଣା, ଇନ୍ଦ୍ର ଧନୁ ମାର୍କେଟ୍ ସିଲ୍

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍‌ସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସବୁକୁ ସିଲ୍ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ହାଟ ବଜାରରେ ଲୋକମାନେ କଟକଣା ମାନୁ ନଥିବାରୁ ବିଏମସି ଦୁଇଟି ମୁଖ୍ୟ ମାର୍କେଟକୁ ବନ୍ଦ କରିଛି । ଭୁବନେଶ୍ୱର…

ଅନୁଗୁଳରୁ ହରିୟାଣା ଗଲା ଅକ୍ସିଜେନ ଏକ୍ସପ୍ରେସ୍

ଭୁବନେଶ୍ୱର : କାର୍ଗୋ ଫ୍ଲାଇଟ୍ ଦ୍ୱାରା ଆସିଥିବା ଦୁଇଟି ଖାଲି ଅମ୍ଳଜାନ ଟ୍ୟାଙ୍କର୍ 32 ଟନ୍ ଅମ୍ଳଜାନ ବୋଝେଇ ସହିତ ଅନୁଗୁଳ ସ୍ଥିତ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରୁ ଟ୍ରେନ୍ ଯୋଗେ ଭାରତୀୟ ରେଳବାଇ ଦ୍ୱାରା ରୋରୋ ସେବା ସହିତ ହରିୟାଣାକୁ ଆଜି ସକାଳେ ପଠାଯାଇଅଛି  |ପୂର୍ବ ତଟ ରେଳପଥ ଏହାର…

ଲୋକପ୍ରିୟ ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ । ଦୀର୍ଘଦିନ ଧରି ରୋହିତ ଆଜତକରେ କାର୍ଯ୍ୟ କରୁଥିଲେ । ସେ ଆଜି କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ରୋହିତ ଆଜତକ ପୂର୍ବରୁ ଜୀ ନ୍ୟୁଜରେ ‘ତାଲ୍ ଠୋକ୍’ କେ କାର୍ଯ୍ୟକ୍ରମ କରୁଥିଲେ । ପରେ…

କରୋନାରେ ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌

ନୂଆଦିଲ୍ଲୀ: କରୋନା ଆଉ ଏକ ବଡ ମୁଣ୍ଡ । ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ତଥା ବରିଷ୍ଠ ଓକିଲ ସୋଲି ଜେହାଙ୍ଗୀର ସୋରାବ୍‌ଜୀ ।କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ସୋରାବ୍‌ଜୀଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। କୋଭିଡ୍‌-୧୯ ଚିକିତ୍ସା…

ମେ ୧ରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ମେ ୧ରୁ ବନ୍ଦ ହେବ ନନ୍ଦନକାନନ । ମେ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ,ଟାଇଗର ସଫାରୀ, ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ । କୋବିଦ ସଂକ୍ରମଣ ବୃଦ୍ଧି ନେଇ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି | ସୂଚନା ଅନୁଯାୟୀ, ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ…

ଭଦ୍ରକରେ ଦିନ ୨ଟା ପରେ ସବୁ ଦୋକାନ ବନ୍ଦ, ଜାଣନ୍ତୁ ପୁରା ଖବର

ବର୍ତମାନର ବଡଖବର । ବଡ ନିଷ୍ପତି ନେଇଛି ଭଦ୍ରକ ପୌରାଂଚଳ ବ୍ୟବସାୟୀ ସଂଗଠନ । ଆସନ୍ତା ମେ ୩ ତାରିଖ ଅର୍ଥାତ ସୋମବାର ଠାରୁ ଦିନ ୨ଟା ପରେ ପୌରାଂଚଳର ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ସଂଘ । ସୋମବାର ଠାରୁ ଶୁକ୍ରବାର ଯାଏଁ ସକାଳ ୫ଟାରୁ ଦିନ ୨ଟା ଯାଏଁ ଖୋଲିବ ଦୋକାନ । ସଂଗଠନର…