Odia News Portal

ଅପରାହ୍ନ ୪ଟା ୩୦ରେ ଏସିଏସଙ୍କ ବଡ ଘୋଷଣା

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ୩୦ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା | ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବା ଏସିଏସ୍ କିଛି ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି । କରୋନା କଟକଣା…

ସଂକ୍ରମଣ ଉପରମୁହାଁ: ରାଜ୍ୟରେ ୮୬୮୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୪୧୯୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୩୩ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୯୪୮ ଜଣ…

ପୃଥ୍ୱୀଙ୍କ ପ୍ରହାରରେ କେକେଆର ଘାଇଲା

ଅହମ୍ମଦାବାଦ: ଯୁବ ତାରକା ପୃଥ୍ୱୀ ଶ’ ଙ୍କ ପ୍ରହାରରେ କେକେଆର ଘାଇଲା । ତାଙ୍କର ଧୂଅାଁଧାର ୮୨ ରନ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ବିଜୟୀ ହୋଇଛି । ଗତ ମ୍ୟାଚରେ ମାତ୍ର ୧ ରନରେ ହାରିଥିବା ଦିଲ୍ଲୀ ଏହି ମ୍ୟାଚ୍ ଜିଣି ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏହି ବିଜୟ ସହ ଦିଲ୍ଲୀ…

କମିଶନରେଟ ପୁଲିସର ଏନକାଉଣ୍ଟର, ଅପରାଧୀ ବାବୁ ଜଖମ୍

ଭୁବନେଶ୍ୱର - ଦୁର୍ଦ୍ଦାନ୍ତ ଅପରାଧି ସେକ୍ ବାବୁକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ । ଏନକାଉଣ୍ଟରରେ ବାବୁ ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଛି । ଆହତ ଅବସ୍ଥାରେ ବାବୁକୁ ଏସସିବି ମେଡିକାଲରେ ଭର୍ତ୍ତୀ କରାଯାଇଛି । ଦୁର୍ଦ୍ଦାନ୍ତ ଅପରାଧି ସକିଲର ସହଯୋଗୀ ହେଉଛି ବାବୁ । ବାବୁ…

ଅକ୍ସିଜେନ୍ ଏକ୍ସପ୍ରେସ୍ ଅନୁଗୁଳରୁ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିବ

ଭୁବନେଶ୍ୱର : ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ପ୍ରାଧାନ୍ୟ ଦେଇ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି | ଭାରତୀୟ ରେଳବାଇର ଅମ୍ଳଜାନ ଏକ୍ସପ୍ରେସ ପରିଚାଳନା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ପରେ ହରିୟାଣା ଏବଂ ତେଲେଙ୍ଗାନା ରାଜ୍ୟକୁ ବିସ୍ତାର କରି…

ବିଜୟଧାରାକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ : କ୍ରମାଗତ ଦୁଇଟି ମ୍ୟାଚ୍ ହାରିବା ପରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଜି ବିଜୟଧାରାକୁ ଫେରିଛି । ଆଜି ଆଇପିଏଲ୍ ଦୁଇଟି ମ୍ୟାଚ୍ରୁ ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ।କ୍ୱିଣ୍ଟନ୍ ଡି'କକ୍ ଓ କୃନାଲ୍…

କରୋନାରୁ ସୁସ୍ଥ ହେଲେ ମନମୋହନ ସିଂ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଆଜି ତାଙ୍କୁ ଏମ୍ସ ଟ୍ରମା କେୟାରରୁ ଡିସଚାର୍ଜ କରାଯାଇଛି । ସୁସ୍ଥ ହେବା ପରେ ମନମୋହନ ସିଂ ଘରକୁ ଫେରିଥିବା ସୂଚନା ମିଳିଛି ।ଏପ୍ରିଲ ୧୯ ତାରିଖରେ ଜ୍ୱର କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ ମନମୋହନ ସିଂ…