Odia News Portal

ଟିକା ନେବେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ଆଜି ଟିକା ନେବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି । ସାରାଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଚାଲିଥିବା ସମୟରେ ସୁପ୍ରିମକୋର୍ଟ ବିଚାରପତି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଜିଠାରୁ କରୋନା ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଏପରିକି ସୁପ୍ରିମକୋର୍ଟର

ମାର୍ଚ୍ଚ ରୁ ମେ’ ରାଜ୍ୟରେ ଭୀଷଣ ତାତି

ଭୁବନେଶ୍ବର: ଫେବୃଆରୀ ଶେଷ ନହେଉଣୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଭୀଷଣ ତାତି । ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରୀ ଉପରେ ବିଭିନ୍ନ ସହରର ତାପମାତ୍ରା । ତେବେ lଖାଲି ଓଡ଼ିଶା ନୁହେଁ, ଓଡ଼ିଶା ସୀମାରେ ଥିବା ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ତାତି ଅସହ୍ୟ ହେବ । ଏହ ସହ କୋଙ୍କଣ ଗୋଆ ଓ

ମହାଶିବରାତ୍ରିରେ ପାଆନ୍ତୁ ମହାଦେବଙ୍କ କୃପା….

ଭୁବନେଶ୍ବର: ଆସୁଛି ମହାଶିବରାତ୍ରି ଯେଉଁ ରାତିରେ ଭକ୍ତଙ୍କ ପାଇଁ ଶିବମୟ ହୋଇଥାଏ ପୁରା ମାହୋଲ। ଶ୍ରଦ୍ଧାର ସହ ମହାଶିବରାତ୍ରି ବ୍ରତ ପାଳନ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଶିବ ଭକ୍ତଙ୍କ ପାଇଁ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁସାରେ

ଆଇସିଏସଇ ଦଶମ, ଦ୍ୱ।ଦଶ ପରୀକ୍ଷା ଘୋଷଣା

ନୂଆଦିଲ୍ଲୀ: ଆଇସିଏସଇ ଦଶମ ଏବଂ ଆଇଏସସିଇ ଦ୍ୱ।ଦଶ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକଜାମିନେସନସ୍ ( ସିଆଇଏସସିଇ) ଘୋଷଣା କରିଛି । ଆସନ୍ତା ମେ’ ୫ରୁ ଦଶମ ବୋର୍ଡ ପରୀକ୍ଷା ଏବଂ ଏପ୍ରିଲ୍ ୮ରୁ 12ଶ ବୋର୍ଡ ପରୀକ୍ଷା

ମେ’ ଯାଏଁ କଲବଲ କରିବ ତାତି

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଡ଼ରାଇଲାଣି ତାତି । ମାର୍ଚ୍ଚଠାରୁ-ମେ’ ଦେଶର କିଛି ରାଜ୍ୟ ସବୁଠାରୁ ରାଜ୍ୟ ଉତ୍ତପ୍ତ ହେବ । ଏହି ରାଜ୍ୟଗୁଡିକ ମଧ୍ୟରେ ଓଡିଶା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ବଙ୍ଗୋପସାଗରର ଜଳବାୟୁ ଆଧାର କରି ସୃଷ୍ଟି ହୋଇଥିବା

ଝାଳ ବୁହାଇଲେ କୋହଲି, ରୋହିତ, ରାହାଣେ

ଅହମ୍ମଦାବାଦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ 4ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ବର୍ତ୍ତମାନ ଘରୋଇ ଭାରତ 2-1ରେ ଅଗ୍ରଣୀ ହାସଲ କରିଥିବାରୁ ଅନ୍ତିମ ଟେଷ୍ଟରେ କୌଣସିମତେ ହାର୍ ନ ମାନି ସଫଳତାର ସହ ସିରିଜ୍

ଚାଷୀଙ୍କ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍-କିଷାନ)ରେ ଓଡ଼ିଶାର ପ୍ରାୟ ୪୦ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକୃତ ହୋଇଥିବାବେଳେ ସମସ୍ତେ ଏହାର ସୁଫଳ ପାଉନାହାନ୍ତି । ସବୁ ପଂଜୀକୃତ ଚାଷୀ ଯେପରି ଏହାର ସୁଫଳ ପାଇବେ ସେ ଦିଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ

ଭଗ୍ନ କୀର୍ତ୍ତିରାଜି ଦେଖି ଭାଙ୍ଗି ପଡ଼ିଲେ ସାଂସଦ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଓ ପରିପାର୍ଶ୍ୱରେ ଥିବା ପୁରାତନ ମନ୍ଦିର କୀର୍ତିରାଜି ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଆଜି ଏକାମ୍ର କ୍ଷେତ୍ର ବୁଲି ଦେଖିଛନ୍ତି ଭୁବନେଶ୍ୱର