Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଆଉ ୧୨ ଆକ୍ରାନ୍ତ ପ୍ରାଣ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ!-->…
ରାଜ୍ୟରେ ସମାନ୍ତରାଳ ସ୍ଥିତିରେ ସଂକ୍ରମଣ
ଭୁବନେଶ୍ୱର: ରାଜ୍ୟରେ ସମାନ୍ତରାଳ ଭଳି ସ୍ଥିତିରେ ରହିଛି ସଂକ୍ରମଣ । କେତେବେଳେ ଅପ୍ କେତେବେଳେ ଡ଼ାଉନ୍ ସ୍ଥିତିରେ ମଧ୍ୟ ରହୁଛି । ଗତକାଲି ସଂକ୍ରମଣ ୮ହଜାର ଛୁଇଁଥିବା ସମୟରେ ଆଜି ସଂକ୍ରମଣ ୭ହଜାର ପାଖାପାଖି ରହିଛି । ତେବେ,ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ସିବିକେ!-->…
୭ ଦିନ ପାଇଁ ଭୁବନେଶ୍ୱର କୋର୍ଟ ସିଲ୍
ଭୁବନେଶ୍ୱର: ସିଲ ହେଲା ଭୁବନେଶ୍ୱର କୋର୍ଟ । ଭୁବନେଶ୍ୱର କୋର୍ଟରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୭ ଦିନ ପାଇଁ ସିଲ୍ ହେଲା କୋର୍ଟ । ଅପ୍ରେଲ ୨୯ ତାରିଖରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ଜୁଡିସିଆଲ କମ୍ପ୍ଲେକ୍ସକୁ ସିଲ୍ କରିଦିଆଯାଇଛି । କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ!-->…
ସାଙ୍ଘାତିକ କରୋନାସ୍ଥିତି: ଆଜି ୬୯୯୮ ପଜିଟିଭ୍
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬୯୯୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୪୪ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୦୫୪ ଜଣ!-->…
ସୁପର ବିଜୟ ସହ ଶୀର୍ଷରେ ସୁପରକିଙ୍ଗ୍ସ
ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍ରେ ନିଜର ବିଜୟଯାତ୍ରା ଅବ୍ୟାହତ ରଖିଛି। ଓପନର ଋତୁରାଜ ଗାଏକଓ୍ଵାର୍ଡ ଓ ଫାଫ୍ ଡୁ ପ୍ଲେସିସ୍ଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଚେନ୍ନାଇ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟ୍ରେ ପରାସ୍ତ କରି ସହଜ ବିଜୟ ହାସଲ କରିଛି। ଏଥିସହ!-->…
ଟିକା ପାଇଁ ଉତ୍ସାହ : ୩ ଘଣ୍ଟାରେ ୮୦ ଲକ୍ଷ ପଞ୍ଜିକରଣ
ନୂଆଦିଲ୍ଲୀ : ଆଜିଠାରୁ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣ ପାଇଁ ଯୁବବର୍ଗଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଏପରି ହୋଇଥିଲା ଯେ, ପ୍ରତି ମିନିଟ୍ରେ ୨୭ ଲକ୍ଷରୁ ଅଧିକ ଲୋକ ପଞ୍ଜିକରଣ ପାଇଁ ଚେଷ୍ଟା କରୁଥିଲେ । କୋ ୱିନ୍ ଆପକୁ ଯାଇ!-->…
ସିଏମ୍ ରିଲିଫ ପାଣ୍ଠିକୁ ଏସ୍ଏନ୍ କମ୍ପାନୀର ୧ କୋଟି ଦାନ
ଭୁବନେଶ୍ୱର: ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏସ୍.ଏନ୍.ମହାନ୍ତି ମାଇନିଂ ଏବଂ ଷ୍ଟିଲ୍ କଂପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ଅଧ୍ୟକ୍ଷ!-->…
ପେନସନ ଅଦାଲତ ପାଇଁ ଦରଖାସ୍ତ ଅବଧି ବଢିଲା
ଭୁବନେଶ୍ୱର : ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନ୍ସନ୍ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବଢାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା!-->…
ମାର୍କେଟ୍ ବିଲ୍ଡିଂ ୪୮ ଘଣ୍ଟା ସିଲ୍
ଭୁବନେଶ୍ୱର : କଟକଣା ମାନୁନଥିବାରୁ ମାର୍କେଟ୍ ବିଲ୍ଡିଂ ସିଲ୍ । ବିଏମସି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ । ୪୮ ଘଣ୍ଟା ହେଲା ସିଲ୍ । ଆଜି ସଂଧ୍ୟାରେ ଡିସିି ଓ ବିଏମସିର ଜୋନାଲ୍ କମିଶନର ପୋଲିସ କର୍ମଚାରୀଙ୍କ ଅଚାନକ ଚଢାଉ କରିଥିଲେ । ସେତେବେଳେ ମାର୍କେଟ୍ ବିଲ୍ଡିଂରେ ଭିଡ଼ ୍ରବଳ ଥିଲା । ସବୁ!-->…
