Odia News Portal

ପ୍ରତ୍ୟାହୃତ ହେଲା ବାଇ-ଲ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ଓ ବିଜେପି ଆଲୋଚନା ପରେ ପ୍ରତ୍ୟାହୃତ ହେଲା ବାଇ-ଲ | ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର କରାଯିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମହାବାହୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଳବଣିଆ ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଯାଇ ପହଞ୍ଚିଛନ୍ତି । କରୋନା ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ

ବଅଁରପାଳ ବ୍ଲକ କୋର୍ଟ ଉଦଘାଟନ

ଅନୁଗୁଳ:ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତ ପାଇଁ ବଅଁରପାଳ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ସିଭିଲ ଜଜ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ କୋର୍ଟ ଉଦଘାଟିତ ହୋଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ. ଏସ. ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋର୍ଟକୁ ଲୋକାର୍ପଣ

ଫଲୋଅନ୍ ଏଡ଼ାଇବାକୁ ଭାରତର ସଂଘର୍ଷ

ଚେନ୍ନାଇ: ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଚାଲିଥିବା ପ୍ରଥମ ମ୍ୟାଚରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ମ୍ୟାଚର ପ୍ରଥମ ଦୁଇ ଦିନ ଭଳି ତୃତୀୟ ଦିବସରେ ଭ୍ରମଣକାରୀ ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରିଛି । ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର ୫୭୮ ରନ୍ ଜବାବରେ ଟିମ୍ ଇଣ୍ଡିଅ।ର ଦିବସର ଖେଳ ଶେଷ

ବାଇ-ଲ ଜାରି ନେଇ ପ୍ରତିକ୍ରିୟା ରଖିଲେ ବିଜେଡ଼ି-ବିଜେପି

ପୁରୀ: ପୁରୀ ଶ୍ରୀମନ୍ଦିର ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବାଇ-ଲ ଜାରି କରିବା ପରେ ବିଜେଡି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ ସାଂସଦ ପିନାକୀ ମିଶ୍ର ଟ୍ୱିଟ କରି ଲେଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପାଇଁ ଅସାଧାରଣ କାମକୁ କେନ୍ଦ୍ର ସରକାର

ବାଇ-ଲକୁ ନେଇ ଆପତ୍ତି ଉଠାଇଲେ ସେବାୟତ

ପୁରୀ: ବାଇ-ଲକୁ ନେଇ ଆପତ୍ତି ଉଠାଇଲେ ଶ୍ରୀମନ୍ଦିର ସେବାୟତ । ବାଇ-ଲ ପ୍ରତ୍ୟାହାର ଦାବି କରି ସେବାୟତମାନେ ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଆଇନ ଲାଗୁ ହେଲେ ସେବାୟତମାନେ କୌଣସି ନିର୍ମାଣ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଆଣିବାକୁ ପଡିବ । ତେଣୁ

ବାଇ-ଲ ପ୍ରତ୍ୟାହାର ପାଇଁ କ୍ରିଷନ କୁମାରଙ୍କ ଚିଠି

ପୁରୀ: ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ନୂଆ ବାଇ-ଲ ବା ଉପନିୟମ ଆଣିବାକୁ କହିବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି , ଏହି ପ୍ରସଙ୍ଗ

ଉତ୍ତରାଖଣ୍ଡରେ ହିମସ୍ଖଳନରେ ୧୫୦ ନିଖୋଜ

ଉତ୍ତରାଖଣ୍ଡ: ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ହେବାର ଆଶଙ୍କା ରହିଛି । ଅଧିକାରୀ କହିଛନ୍ତି ଯେ ଉତ୍ତରାଖଣ୍ଡର ଧୌଲି ଗଙ୍ଗା ନଦୀରେ ପ୍ରବଳ ବନ୍ୟା ଆସିବା ପରେ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୧୫୦ କର୍ମଚାରୀ ନିଖୋଜ ଅଛନ୍ତି।

ଉତ୍ତରାଖଣ୍ଡରେ ଭୟଙ୍କର ହିମ ସ୍ଖଳନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଗ୍ଲେସିୟର ଭାଙ୍ଗି ଯିବାରୁ ସୃଷ୍ଟି ହୋଇଛି ଭୟାନକ ପରିସ୍ଥିତି | ରବିବାର ସକାଳେ ଉତ୍ତରାଖଣ୍ଡର ଚମେଲି ଜିଲ୍ଲାସ୍ଥିତ ତାପୋଭାନ ନିକଟରେ ଥିବା ଗ୍ଲାସିଅରର ଏକ ବଡ଼ ଅଂଶ ଖସି ପଡ଼ିଛି। ଏହି କାରଣରୁ ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ସ୍ଥାନୀୟ