Odia News Portal

ବ୍ଲକ ପରିସରରେ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ: ବ୍ଲକ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଗ୍ରାମ ରୋଜଗାର ସେବକ |ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ । ସୂଚନା ଅନୁସାରେ, ଗୁଆଗଡିଆ ପଞ୍ଚାୟତର କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ଉତ୍କଳ ମଳିକ ଦୀର୍ଘ ୧୦ ମାସ ଧରି ଦରମା ପାଇନାହାନ୍ତି ।

ବିଶ୍ୱ କର୍କଟ ଦିବସ: ଆପୋଲୋ ହସ୍ପିଟାଲ ଦ୍ୱାରା ସାଇକ୍ଲୋଥନ ଆୟୋଜିତ

ଭୁବନେଶ୍ୱର: ଓଡିଶାର ମଲ୍ଟିସ୍ପେସିଲିଟି ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଆପୋଲୋ ହସ୍ପିଟାଲ ବିଶ୍ୱ କର୍କଟ ଦିବସରେ, କର୍କଟ ରୋଗ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଏକ ମେଗା ସାଇକ୍ଲୋଥନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା | ଆପୋଲୋ ହସ୍ପିଟାଲ ଏଣ୍ଟେରପ୍ରାଇଜ ଲିମିଟେଡ଼ର

ଝରାଫୁଲ ମର୍ଡର: ପୋଲିସ ହାତରେ ବଡ଼ ସୁରାକ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଲାଗିଲା ବଡ ତଥ୍ୟ | ଭୁବନେଶ୍ୱର ସୁନ୍ଦରପଦାରୁ ମିଳିଲା ଝରାଫୁଲଙ୍କ ମୃତଦେହ ବୁହା ହୋଇଥିବା ସ୍କୁଟି । ସ୍କୁଟି ଜବତ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଯାଜପୁର ନେଇ

ଟ୍ରେନ୍ ଧକ୍କାରେ ୨ ହାତୀ ମୃତ

ରାଉରକେଲା: ସୁନ୍ଦରଗଡ଼ ବିଶ୍ରା ଥାନା ଅନ୍ତର୍ଗତ ମହିପାଣି ନିକଟରେ ଟ୍ରେନ ଧକ୍କାରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଛି। ରାଉରକେଲା ମୁମ୍ବାଇ ମୁଖ୍ୟ ରେଳ ପଥର ବିଶ୍ରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହିପାଣି ଲେବୁଲ କ୍ରସିଂରେ ଘଟିଛି ଏହି ଘଟଣା ।ଏହି ଦୁର୍ଘଟଣାଟି ଗତକାଲି ରାତି ଗୋଟାଏରେ

ଏସଡିଜେଏମ କୋର୍ଟରେ ହାଜର ହେବେ ପ୍ରଦୀପ

ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋଟିଏ ଦିନର ଆଶ୍ୱସ୍ତି ପରେ ପୁଣି ବାଜିଲା ଆଇନର ଚାବୁକ । ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେବେ ଗୋପାଳପୁର ବିଧାୟକ । ଦୁଇ ପୋଲିସ ଅଧିକାରୀ ଓ ଏସକର୍ଟ ଟିମ୍ ଆଜି ଝାରପଡ଼ା ଜେଲ ଯାଇ ପ୍ରଦୀପଙ୍କୁ ବ୍ରହ୍ମପୁର ଆଣୁଛି । କୋର୍ଟରେ ହାଜର ସହ ୩

ରାଜଧାନୀରେ ମହିଳାଙ୍କ ମୁଣ୍ଡବିହୀନ ଶବ

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟା |ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । ରାଜଧାନୀ ନିକଟ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମିଳିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହି

ଖୋର୍ଦ୍ଧା-ବଲାଙ୍ଗୀରକୁ ହଜାରେ କୋଟି

ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ମିଳିଲା ୬୯୯୫ କୋଟି । ରାଜ୍ୟ ସରକାର ଚଳିତବର୍ଷ ରେଳ ବଜେଟ ପାଇଁ ୭୨୦୦ କୋଟି ଟଙ୍କା ମାଗିଥିବା ସମୟରେ ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି ।ଗତବର୍ଷ ଅପେକ୍ଷା ଏହିବର୍ଷ ଓଡିଶାକୁ ୬୦ପ୍ରତିଶତ ଅଧିକା ଅନୁମୋଦନ ମିଳିଥିବା ସୂଚନା

ଦେଶରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଲକ୍ଷ୍ୟ: ଧର୍ମେନ୍ଦ୍ର

ଗୋବର୍ଦ୍ଧନ ଯୋଜନାର ଏକୀକୃତ ପୋର୍ଟାଲ ଶୁଭାରମ୍ଭ । ଭାରତର କୃଷକଙ୍କ ଅତିରିକ୍ତ ଆୟକୁ ବଢାଇବା ଓ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଦିଗରେ ଆଜି ଗୋବର୍ଦ୍ଧନ ଯୋଜନାର ଏକୀକୃତ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ

ଝଲସିଲା ପୁରୀ-ଭୁବନେଶ୍ୱର ବାଇପାସ୍‌

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ବାଇପାସ୍‌ର ହେଲା ଆଲୋକୀକରଣ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ସଂଧ୍ୟାରେ ଭୁବନେଶ୍ୱରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି । ଏହି

ହଷ୍ଟେଲ ଫି’ ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଛାଡ଼ ହେଲା ୯ ମାସର ହଷ୍ଟେଲ ଫି’ | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଆଇ.ଟି.ଆଇ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ କରାଯାଛି। ଏହା ଦ୍ୱାରା ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ।