Odia News Portal

ପୁଣି ବିଜୁ ସେତୁ ଅଘଟଣ, ଶ୍ରମିକ ମୃତ

ବାରିପଦା: ପୁଣି ବିଜୁ ସେତୁ କାମ ବେଳେ ଘଟିଲା ଅଘଟଣ | ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ | ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ସମୟରେ ଘଟିଛି ଅଘଟଣ | ସେତୁ ପିଲର ପାଇଁ ଖୋଳାଯାଇଥିବା ଗାତରେ ଖସି ପଡ଼ିଥିଲେ ମୃତ ଶ୍ରମିକ | ଗଭୀର ପାଣିଥିବା ଗାତରେ ଖସି ପଡ଼ିବାରୁ ଘଟଣାସ୍ଥଳରେ

ଆଉ ୧୧୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୭୮୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ଝରାଫୁଲ ମର୍ଡର ମିଷ୍ଟ୍ରି: ୨ ଅଭିଯୁକ୍ତ ଚିହ୍ନଟ

ଯାଜପୁର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ । ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି କୁଆଖିଆ ପୁଲିସ୍‌ | ଗତକାଲି ଘଟିଥିବା ଏହି ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ୨ ଯୁବକ ଏକ ସ୍କୁଟରରେ ମୃତଦେହ ଆଣି ଫିଙ୍ଗିଥିବା

ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି

ପୁରୀ: ଆଜି ପବିତ୍ର ପୌଷ ପୁର୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ସମ୍ପାଦନ କରାଯିବ । ଭକ୍ତଙ୍କୁ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ରତ୍ନ ସିଂହାସନରେ ଦର୍ଶନ ଦେବେ।ତେବେ ଏହି ନୀତି ନିମନ୍ତେ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ

ଧରାପଡ଼ିଲା ଧଳାଜହର ରାକେଟ୍, ୪ ଗିରଫ

ଭଦ୍ରକ: ରାଜ୍ୟରେ ବେଧଡ଼କ ଚାଲିଛି ନିଶା କାରବାର । ଭଦ୍ରକରୁ ପୁଣି ୪ ବ୍ରାଉନସୁଗାର ବେପାରୀକୁ କାବୁ କରିଛି ପୋଲିସ। ଭଦ୍ରକ ସହରାଞ୍ଚଳ ଥାନା ଅଧିନ ବିଭିନ୍ନ ସ୍ଥାନରୁ ୬୧ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନସୁଗାର ସହ ୨୨ଟି ମୋବାଇଲ ଫୋନ୍ ଏବଂ ୩ଟି ବାଇକ୍ ମଧ୍ୟ‌ ଜବତ କରିଛି

୮ ଦିନରେ ଉଦ୍ଧାର ହେଲେଣି ୮୯୪

ଭୁବନେଶ୍ୱର: ରାଜ୍ୟରେ ଶିଶୁ ନିଖୋଜ ଘଟଣାକୁ ରୋକିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ ସଫଳତା ମିଳିଛି ।ତେବେ ଏହି ସ୍ପେଶାଲ ଡ୍ରାଇଭ୍ ୧୮ ଜାନୁଆରୀରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିଥିଲା | ଯେଉଁଥିରେ ୮ ଦିନରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବଂ ସେଥିରେ ୯୪ ଜଣ ବାଳକ

ରହସ୍ୟ ଘେରରେ ଝରାଫୁଲଙ୍କ ମୃତ୍ୟୁ

ଯାଜପୁର: ରାସ୍ତା କଡ଼ରୁ ମିଳିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ମୃତଦେହ | ରାଜଧାନୀର ଛାତ୍ରୀଙ୍କୁ ହତ୍ୟାକରି ଯାଜପୁର ଜିଲ୍ଲାରେ ଫିଙ୍ଗିଲେ ଦୁଇ ଯୁବକ। ଆଜି ଏହିପରି ଏକ ଲୋମହର୍ଷକ ଘଟଣା ଯାଜପୁର ଜିଲ୍ଲାରୁ ଆସିଛି। ଯାହା ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ୍‌ରେ ଦୁଇ

ପାଠକ ବାପ,ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାପ,ପୁଅ ଆଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ମିଳିଲା ଜାମିନ | ଉଭୟ ବାପ,ପୁଅଙ୍କ ଜାମିନ ମଂଜୁର କରିଛନ୍ତି ଭିଜିଲାନ୍ସ କୋର୍ଟ | ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇନଥିବାରୁ ମିଳିଲା ଜାମିନ |୨ ଲକ୍ଷ ଟଙ୍କା ଓ ଦୁଇ ଜାମିନ୍ଦାରଙ୍କ ବଦଳରେ