Sign in
Sign in
Recover your password.
A password will be e-mailed to you.
ବନ୍ଦ ହେବନି ସରକାରୀ ସ୍କୁଲ
ଭୁବନେଶ୍ବର : ରାଜ୍ୟର କିଛି ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ସରକାରୀ ଯୋଜନା ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଥିଲା। ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସେଭଳି କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି!-->…
ରଙ୍ଗର ପର୍ବ ହୋଲିରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।ତେବେ ଶୁଭେଚ୍ଛା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।!-->…
ହୋଲିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଆଜି ରଙ୍ଗର ଉତ୍ସବ ହୋଲି । ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ହୋଲି ହେଉଛି ଆନନ୍ଦ ଓ ସାମାଜିକ ସଦ୍ଭାବନାର ଉତ୍ସବ।
ଟୁଇଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ହୋଲି ଉପଲକ୍ଷେ ସମସ୍ତ ନାଗରିକ ବନ୍ଧୁଙ୍କୁ ଅଭିନନ୍ଦନ। ରଙ୍ଗର!-->!-->!-->!-->!-->…
ସ୍ପୋର୍ଟସ ଫର୍ ୟୁଥ୍, ୟୁଥ୍ ଫର୍ ଫ୍ୟୁଚର: ମୁଖ୍ୟମନ୍ତ୍ରୀ
ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନବରଙ୍ଗପୁର ପ୍ରଶାସନ ହଟାଇଲା ନାଇଟ୍ କର୍ଫ୍ୟୁ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ହଟିଲା ନାଇଟ୍ କର୍ଫ୍ୟୁ | ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା। ଜିଲ୍ଲାରେ କରୋନା ମିଟର ତଳ ମୁହାଁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଛି। ତେବେ ରବିବାର ନବରଙ୍ଗପୁର ଜିଲ୍ଲା!-->…
ଜନ୍ମ କଲା ଛୁଆଙ୍କୁ ବିଷ ପିଆଇଲା ଜାନକୀ,୨ ମୃତ
ଭୁବନେଶ୍ୱର: ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟରେ ଅଭାବନୀୟ ଘଟଣା । ତିନି ଶିଶୁଙ୍କୁ ବିଷଦେଇ ନିଜେ ବିଷ ପିଇଲା ମା। କ୍ୟାପିଟାଲ ହସ୍ପିଟାଲରେ ସାଢ଼େ ଚାରି ବର୍ଷର ଓ ତିନି ବର୍ଷର ୨ ପୁଅଙ୍କ ମୃତ୍ୟୁ ହୋଇଥିବା ସମୟରେ ଦେଢ ବର୍ଷର ଶିଶୁ କନ୍ୟା ଓ ମାକୁ ଗୁରୁତର ଅବସ୍ଥାରେ କଟକ!-->…
ଖୋର୍ଦ୍ଧା ଆଇଆଇଟିରୁ ୧୦ ଛାତ୍ର ପଜିଟିଭ
ଆଇଆଇଟି କ୍ୟାମ୍ପସରେ ସଙ୍ଗରୋଧରେ ଥିବା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୂଚନା
