Sign in
Sign in
Recover your password.
A password will be e-mailed to you.
ନବୀନଙ୍କ ଆଶୀର୍ବାଦ ସହ ଟିକେଟ୍ ନେଲେ ରୁଦ୍ର
ପ୍ରାର୍ଥୀ ଘୋଷଣା ପରେ ଆଜି ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର
ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି
ଭୁବନେଶ୍ୱର: ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି । କରୋନା ଟେଷ୍ଟିଂ ପରେ ଆଲେନ ଇନଷ୍ଟିଚ୍ୟୁଟରୁ ୨୦ରୁ ଅଧିକ ପଜିଟିଭ୍ ବାହାରିଥିବା ସୂଚନା ମିଳିଛି । ଏକାଧିକ ପଜିଟିଭ୍ ଚିହ୍ନଟ ହେବାପରେ ଏହି ପଦକ୍ଷେପ ନେଇଛି ବିଏମସି । ପଜିଟିଭ୍ ଚିହ୍ନଟ ହେବା ପରେ ଛାତ୍ରଛାତ୍ରୀ ଓ କର୍ମଚାରୀ!-->…
ଉପରମୁହାଁ କରୋନାଗ୍ରାଫ: ୨୪ ଘଣ୍ଟାରେ ୨୯୦ ପଜିଟିଭ୍
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ଜଣ ପଜିଟିଭ୍ ଚିହ୍ନଟ
ଆହତ ସେବାୟତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶ୍ରୀମନ୍ଦିର ପ୍ରଶାସନ
ପୁରୀ: ଆଜି ଶ୍ରୀମନ୍ଦିରରେ ରୀତିନୀତି ପାଳନ କରୁଥିବା ସମୟରେ ଜାମ୍ବେଶ୍ୱର ମହାପାତ୍ର ନାମକ ଜଣେ ସେବାୟତଙ୍କ ଉପରେ ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ଖସି ପଡିବାରୁ ସେ ଆହତ ହୋଇଥିଲେ।
ସୂଚନା ପାଇବା ପରେ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଉକ୍ତ!-->!-->!-->!-->!-->…
ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ମୂର୍ତ୍ତି ଖସି ସେବାୟତ ଆହତ
ପୁରୀ: ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ଖସିଲା ମୂର୍ତ୍ତି। ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ପଡି ସେବାୟତ ଗୁରୁତର ହୋଇଛନ୍ତି । ତେବେ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ନିକଟ ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପ ମୁର୍ତ୍ତି ଖସିପଡ଼ିଛି । ଏପରିକି ମୂର୍ତ୍ତି ଖସି!-->…
କରୋନା ଟିକା ଦରକୁ ଟପିଗଲାଣି ଡାକ୍ତରଙ୍କ ଫି
ରାଜ୍ୟରେ ଚାଲିଛି ଘୋଡା ଛଅ ଟଙ୍କା ଦାନା ନଅ ଟଙ୍କା ନୀତି
ମୋ ପୁଅ ପାଇଁ ମୋର ଆର୍ଶୀବାଦ ସବୁବେଳେ ରହିଛି: ପ୍ରତିଭା
ପୁଅ ପ୍ରାର୍ଥୀ ହୋଇଥିବାରୁ,ମା ଭାବେ ମୁଁ ବହୁତ ଖୁସି
ଓରଲେନ୍ସ ମାଷ୍ଟର୍ସ ସେମିରେ ସାଇନା
ପାରିସ : ମହିଳା ସିଙ୍ଗଲ୍ସରେ ଭାରତର ଚତୁର୍ଥ ସିଡ୍ ସାଇନା ନେହୱାଲ ଏବଂ ଅଷ୍ଟମ ସିଡ୍ ମହିଳା ଡବଲ୍ସ ଯୋଡି ଅଶ୍ୱିନୀ ପୋନ୍ନାପ୍ପା ଏବଂ ଏନ ସିକ୍କି ରେଡ୍ଡୀ ଓରଲେନ୍ସ ମାଷ୍ଟର୍ସ ସୁପର 100 ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।
କ୍ୱାର୍ଟର ଫାଇନାଲ ମ୍ୟାଚରେ!-->!-->!-->…
ଅନଲାଇନ୍ରେ ଏନ୍ଆଇଟି ପରୀକ୍ଷା
ରାଉରକେଲା: ଚଳିତବର୍ଷ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ଅନଲାଇନ୍ ପରୀକ୍ଷା ହେବ । ଅନଲାଇନ୍ରେ କିଭଳି ପରୀକ୍ଷା ପରିଚାଳିତ ହେବ, କିଭଳି ମୂଲ୍ୟାଙ୍କନ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏନେଇ ଏକ କମିଟି ଗଠିତ ହୋଇଛି। ଏହି କମିଟି!-->…
