Odia News Portal

ବ୍ରହ୍ମପୁରରେ ଭେଜାଲ ସାମଗ୍ରୀ

ବ୍ରହ୍ମପୁର: କଟକ, ଭୁବନେଶ୍ୱର ଓ ସମ୍ବଲପୁର ପରେ ଏବେ ବ୍ରହ୍ମପୁରରେ ଜବତ ହୋଇଛି ଭେଜାଲ ସାମଗ୍ରୀ । ବ୍ରହ୍ମପୁର ବଡ଼ବଜାର ଥାନା ପାଣ୍ଡବ ନଗରରେ ଗୋଷାଣୀ ନୁଆଗାଁ ପୋଲିସର ଚଢାଉ । ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି ।ଏହାସହ କାରଖାନାର ନକଲି ସାମଗ୍ରୀ

ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ମୋଦି !

ନୂଆଦିଲ୍ଲୀ: କୋଭିଡ୍ ଟିକା ନେବେ ମୋଦି । ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନେବେ ଟିକା । ଗୁରୁବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ଅବସରରେ ଏହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଏହି ଟିକାକରଣରେ

ରେକର୍ଡ ସ୍ତର ପାର କଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିଲା ସେନ୍‌ସେକ୍ସ| ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ନୂଆ ଇତିହାସ ସୃଷ୍ଟି କରିଛି ସେନ୍‌ସେକ୍ସ । ପ୍ରଥମ ଥର ପାଇଁ ସେୟାର ବଜାର ୫୦ ହଜାର ପଏଣ୍ଟ ଉପରେ ଖୋଲିଛି । ଜୋ ବିଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଏହାର ପ୍ରଭାବ ଦେଖିବାକୁ

ଆମେରିକାରେ ବାଇଡେନ୍ ଶାସନ

ଆମେରିକା: ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋସେଫ୍ ବାଇଡେନ୍ । ପ୍ରଥମେ ଉପରାଷ୍ଟ୍ରପତି କମଲା ହାରିସ ଶପଥ ନେବା ପରେ ଜୋ ବିଡେନ ଶପଥ ନେଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ବିଡେନଙ୍କୁ ଆମେରିକାର ସୁରକ୍ଷା ଓ ଏକତାର ଶପଥ ଗ୍ରହଣ କରାଇଥିଲେ । ଶପଥ ନେବା ପରେ ବାଇଡେନ ନିଜ

ନିର୍ବିଘ୍ନରେ ଚାଲିଛି କାଳିଆ ଦର୍ଶନ

ପୁରୀ: ଆଜିଠୁ ନିର୍ବିଘ୍ନରେ କାଳିଆ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ ।ତେବେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଉ ଭକ୍ତଙ୍କୁ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଏ ନେଇ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଥିବାବେଳେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଗୁରୁବାର ପାଆନ୍ତୁ ସାଇବାବାଙ୍କ କୃପା

ଭୁବନେଶ୍ବର: ସାଇ ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ଭିଡ ଥାଏ । କିନ୍ତୁ ଗୁରୁବାର ହେଉଛି ଏମିତି ଏକ ଦିନ, ଯାହା ଭଗବାନ ବିଷ୍ଣୁଙ୍କ ସହ ସାଇବାବାଙ୍କର ବି ବହୁତ ପସନ୍ଦ । କୁହାଯାଏ ସାଇମନ୍ଦିରରେ ବାବାଙ୍କ ସାମ୍ନାରେ ହାତ ଯୋଡ଼ି ହୃଦୟର ସମସ୍ତ ବ୍ୟଥା ଜଣାଇବା ଦ୍ୱାରା ବାବା ଆପଣଙ୍କ କଷ୍ଟ ଲାଘବ

ପରୀ ମାମଲା ଗଲା ଚିଲଡ୍ରେନ୍‌ କୋର୍ଟ

ନୟାଗଡ଼: ବହୁ ଚର୍ଚ୍ଚିତ ଯଦୁପୁର ପରୀ ହତ୍ୟା ମାମଲା ଗଲା ଚିଲଡ୍ରେନ୍‌ କୋର୍ଟ । ହତ୍ୟା ମାମଲା ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି |ପରୀ ହତ୍ୟା ଅଭିଯୁକ୍ତ ୧୬ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍‌ ହୋଇଥିବାରୁ ମାମଲା ଚିଲଡ୍ରେନ୍‌ କୋର୍ଟକୁ