ଅଷ୍ଟ୍ରେଲିଆନ ଓପନରେ ଜୋକୋଭିକ୍ ଯାଦୁ
ମେଲବର୍ଣ୍ଣ : ଅଷ୍ଟ୍ରେଲିଆନ ଓପନରେ ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ଯାଦୁ ଜାରି ରହିଛି । ରବିବାର ଅଷ୍ଟ୍ରେଲିଆ ଓପନର ଏକକ ବର୍ଗରେ ସେ ଚମ୍ପିଆନ ହୋଇଛନ୍ତି। ଫାଇନାଲରେ ସେ ଦାନିଲ ମେଦଭେଦେଭଙ୍କୁ ୭-୫, ୬-୨, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ଏହା ତାଙ୍କର ରେକର୍ଡ ନବମ!-->…
