ସୂର୍ଯ୍ୟ, ତେଓ୍ୱତିଆ ଓ କିଷାନଙ୍କୁ ସୁଯୋଗ
ନୂଆଦିଲ୍ଲୀ : ବାରମ୍ବାର ଭଲ ପ୍ରଦର୍ଶନ କରିଆସୁଥିଲେ ବି ଜାତୀୟ ଦଳରେ ସ୍ଥାନ ପାଇପାରୁନଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍ବପ୍ନ ପୂରଣ ହୋଇଛି । ଆଗାମୀ ଇଂଲଣ୍ଡ ବିପକ୍ଷ ଟି-20 ସିରିଜ ପାଇଁ ବିସିସିଆଇ ଆଜି ଭାରତୀୟ ଦଳ ଘୋଷଣା କରିଥିବାବେଳେ ସୂର୍ଯ୍ୟକୁମାର ସ୍ଥାନ ପାଇଛନ୍ତି। ବିସିସିଆଇ!-->…
