Odia News Portal

ଝରାଫୁଲ ମୃତ୍ୟୁ: ଡେମୋ ଦେଖାଇଲା ରାକେଶ

ଭୁବନେଶ୍ୱର: ଝରାଫୁଲଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଭୁବନେଶ୍ୱରକୁ ଆଣିଲା ଯାଜପୁର ପୋଲିସ । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ପୋଲିସ ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସକୁ ନେଇଛି | କେଉଁ ସ୍ଥିତିରେ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା ଆଜି ସିନ୍

ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମପୂରଣ ଅବଧି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫର୍ମପୂରଣ ଅବଧି ବଢ଼ାଇଲେ ରାଜ୍ୟ ସରକାର | ଫର୍ମପୂରଣ ଅବଧି ଫେବ୍ରୁଆରୀ ୧୦ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି | ହାଇସ୍କୁଲ , ଓପନ ସ୍କୁଲ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମଧ୍ୟ ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି | ପୂର୍ବରୁ ଫେବ୍ରୁଆରୀ ୨

ଆଦିବାସୀ ସାହିରେ ଅପହଞ୍ଚ ସରକାରୀ ଯୋଜନା

ଯାଜପୁର: ଆଦିବାସୀ ସାହିର ବସ୍ତିବାସିନ୍ଦା ମାନଙ୍କ ଲାଗି ସମ୍ପୂର୍ଣ୍ଣ ଅପହଞ୍ଚ ସରକାରଙ୍କ ଆବାସ ଯୋଜନା | ବ୍ୟାସନଗର ପୌରାଞ୍ଚଳ ୱାର୍ଡ଼ ନମ୍ବର ୨୫ ଚୁନଭାଟି ପ୍ଲଟ ଆଦିବାସୀ ସାହିର ବସ୍ତିବାସିନ୍ଦା ମାନଙ୍କ ଲାଗି ସରକାରଙ୍କ ଆବାସ ଘର ଯୋଜନା ପହଞ୍ଚି ପାରିନାହିଁ | ସେହିଭଳି ସମ୍ପୂର୍ଣ୍ଣ

ପ୍ରଦୀପଙ୍କୁ ଆଶ୍ୱସ୍ତି: ତଦନ୍ତ କରିପାରିବନି ଭିଜିଲାନ୍ସ

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ହାଇକୋର୍ଟ। ଫଳରେ ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର