ଭାରତକୁ ପୁଣି ଫେରିବ PUBG
ନୂଆଦିଲ୍ଲୀ () ଭାରତ ଫେରିବାକୁ ଯାଉଛି ଲୋକପ୍ରିୟ ଗେମିଂ ଆପ୍ PUBG । ଭାରତକୁ ପବଜୀ ମୋବାଇଲ୍ ଗେମ୍ ଫେରିବା ନେଇ ସାଉଥ୍ କୋରିଆ କମ୍ପାନୀ ପବଜୀ କର୍ପୋରେସନ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍ ପାର୍ଟନର ନଥିବା…
