Odia News Portal

କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ନିଷ୍ପତ୍ତି

ଭୁବନେଶ୍ୱର: ସ୍କୁଲ ଫି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପହଞ୍ଚି ନାହିଁ । ଯାହା କିଛି ଗଣମାଧ୍ୟମରୁ ଜାଣିବାକୁ ପାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସି ବିଭାଗରେ ପହଞ୍ଚିବା ପରେ ତର୍ଜମା କରି

ରାଜ୍ୟରେ ଆଉ ୨୪୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୪ କରୋନା ସଂକ୍ରମିତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୧୦୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ବିଷାକ୍ତ ଶାଗ ନେଲା ଜୀବନ

ନୟାଗଡ଼: ବିଷାକ୍ତ ଶାଗ ଖାଇ ୩ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ ଘଟିଛି ଏହି ଭଳି ଅଭାବନୀୟ ଘଟଣା । ମୃତ ଶିଶୁର

ଧବଳେଶ୍ଵର ପୀଠରେ ସର୍ବସାଧାରଣ ଦର୍ଶନ

କଟକ: କରୋନା କଟକଣା ଭିତରେ ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ମନ୍ଦିର । ଆଜିଠାରୁ ସର୍ବସାଧାରଣ ପ୍ରଭୁଙ୍କ ଦର୍ଶନ କରିପାରିବେ। ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ଫୁଟ ଦୂରତା ମଧ୍ୟରେ ରହି ମନ୍ଦିର ପରିସରରେ ଦର୍ଶନ କରିବେ

ଜଳିଗଲା ବସ୍ , ସୁରକ୍ଷିତ ଯାତ୍ରୀ

କନ୍ଧମାଳ: ଚଳନ୍ତା ବସରେ ନିଆଁ । ଅଳ୍ପକେ ବର୍ତ୍ତିଲେ ବସରେ ବସିଥିବା ଯାତ୍ରୀ । ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଛକଠାରେ ଥିବା ବସରେ ନିଆଁ ଲାଗି ଯାଇଥିଲା । ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏ ରାମପୁର ଠାରୁ ଭଞ୍ଜନଗର ଅଭିମୁଖେ ଯିବା

କାରକୁ ଧକ୍କା ଦେଲା ଟ୍ରକ୍,ଜଣେ ମୃତ

ନିଶ୍ଚିନ୍ତକୋଇଲି: ମାହାଙ୍ଗା ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ସଡ଼କ ଦୁର୍ଘଟଣା ।  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହାତ ହୋଇଛନ୍ତି  । କଟକ-ଚାନ୍ଦବାଲି ରାସ୍ତା କଟିକଟା ବଜାରରେ ଭୋର ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କଟକ

ଘରେ‌ ଲାଗିଲା ନିଆଁ, ୪ ଗୁରୁତର

ଝାରସୁଗୁଡ଼ା: ନିଆଁରେ ପୋଡି ୪ ଗୁରୁତର। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ହରିଓମ୍‌ ବିହାରରେ ଗତରାତିରେ ଏହିଭଳି ଅଭାବନୀୟ ଘଟଣା ଘଟିଯାଇଛି। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା, ତାଙ୍କ ପୁଅ, ବିବାହିତା ଝିଅ

ସୋମବାର ବିଶେଷ ଉପାୟରେ କରନ୍ତୁ ଶିବ ଆରାଧନା

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଶିବ ଭକ୍ତ ସୋମବାର ଦିନ ବ୍ରତ ପାଳନ କରିଥାନ୍ତି। ତେବେ ଦେବଙ୍କ ଦେବ ମହାଦେବ ଭକ୍ତଙ୍କ ଉପରେ ଖୁବ୍ ଶୀଘ୍ର

ନଦୀରେ ବୁଡ଼ି ଜଣେ ମୃତ, ଜଣେ ଗୁରୁତର

ସୁନ୍ଦରଗଡ: ପିକନିକରେ ଯାଇ ନଈରେ ଗାଧୋଇବା ବେଳେ ପାଣିରେ ବୁଡିଗଲେ ୨ ସାଙ୍ଗ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀରେ ପୁଣି ଥରେ ଘଟିଛି ଅଭାବନୀୟ ଘଟଣା । ତେଟରକେଲା ଘାଟରେ ପିକ୍‌ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର